ଯୁବକଙ୍କ ପାଈଁ ନିଯୁକ୍ତି ଶିବିର

 


ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପରିସରରେ ଆଜି ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ନୟାଗଡ଼ ଓ ଏସ ଆଇ ଏସ ର ମିଳିତ ସହଯୋଗରେ ଯୁବକ ମାନଙ୍କ ପାଈଁ ନିଯୁକ୍ତି ଶିବିର ଅନୁଷ୍ଠିତ ହୋଇଯାଇଛି.ସମୁଦାୟ 52ଜଣ ଯୁବକ ଆଜିର ଏହି ନିଯୁକ୍ତି ଶିବିରରେ ଭଗନେଇଥିଲେ. ସେମାନେ ପ୍ରଥମେ ନାମ ପଞ୍ଜିକରଣ କରିଥିଲେ ତତ ପରେ ସେମାନଙ୍କର ସେମାନଙ୍କର ସାକ୍ଷାତ କର କରା ଯାଇତଜିଲା. ଆଜିର ଏହି ନିଯୁକ୍ତି ଶିବିରକୁ ନୂଆଗାଁ ବ୍ଲକ ଓଡ଼ିଶା ଜୀବିକା ମିଶନ ପ୍ରକଳ୍ପ ସଂଯୋଜିକା ସସ୍ମିତା ପରିଡା ଓ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର ନୟାଗଡ଼ ର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ 

Post a Comment

0 Comments