ସୁପ୍ରଭାତ

 






ସୂର୍ଯ୍ୟ ଉଦୟ, କି ନିଆରା ଦୃଶ୍ୟ. ଦୂର ଦିଗବଳୟରେ ମଥାରେ ସିନ୍ଦୁର ପରି ଧରଣୀ ରାଣୀ ସ୍ୱର୍ଣ୍ଣିଲ ସାଢ଼ି ପରିଧାନ କରି ନବ ବଧୁର ରୂପରେ ରୁପାଇତ ହୋଇ ଆସିଛି. ଆଜି କେତେ ଆଶା, କେତେ ନୀରବତା କୁ ସେ ତନ ତନ କରି ପାଛୋରିବ. ହେ ମାନବ ସଭ୍ୟତା ତୁମେ ଆଜି ମୋ ପାଈଁ କଣ କରିବ. ପ୍ରତେକ ଦିନ ପରି ଆଜିବି ଅପେକ୍ଷା କରିବି ସେହି ଶେଷ ମୁହୂର୍ତ୍ତ ସଂନ୍ଧ୍ୟା କୁ. ଦେଖିବା ଆଜି ମୋତେ କେତେ ସୁଖ, କେତେ ଦୁଃଖ ନେଇ ଆସିବ....................

.........,................ଲେଖୁ ଲେଖୁ ଲେଖି ଦେଲି...

Post a Comment

0 Comments