ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ନୀଳାଦ୍ରିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଅବସର ନେଇଛନ୍ତି ପ୍ରଧାନ ଶିକ୍ଷୟତ୍ରି ପ୍ରତିମା ଦାସ । ଶିକ୍ଷକତା ଜୀବନର ଆରମ୍ଭ ହୋଇଥିଲା ୧୯୯୦ ମସିହାରୁ । ଆଜି ସମୟରେ ଅନ୍ତରାଳରେ କାର୍ଯ୍ୟ ଅକ୍ଷତାର ଅନ୍ତିମ ପରିଣତି ହେଉଛି ଅବସର । ନୀଳାଦ୍ରିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଦୀର୍ଘ ୩୦ ବର୍ଷ କାର୍ଯ୍ୟ କରିବା ପରେ ଆଜି ଅବସର ନେଇଛନ୍ତି। ବିଦ୍ୟାଳୟ ପରିସାରରେ ଆଜି ଅବସର କାଳୀନ ସଭାବର ଆୟୋଜନ କରଯାଇଥିଲା । ନୂଆଗାଁ ବ୍ଲକ ଶିକ୍ଷାଅଧିକାରୀ କରି ପ୍ରଶାନ୍ତ କୁମାର ସାହୁ ,ପ୍ରାଥମିକ ଶିକ୍ଷକ ସଂହାର ସଭାପତି ସିମାଞ୍ଚଳ ସେନାପତି । ସଂପାଦକ ସୁରେଶ ଚନ୍ଦ୍ର ମହାପାତ୍ର ,ଅବସର ପ୍ରାପ୍ତ ଶିକ୍ଷକ ଧୀରେନ୍ଦ୍ର କୁମାର ସାହୁ ,କୃପାସିନ୍ଧୁ ବେହେରା ,ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପରିଡା ,ନବକ୍ରୀଷ୍ଣା ସାହୁ ,ସିଆରସିସି ବିଜୟ କୁମାର ବେହେରା ଉପସ୍ଥିତ ରହିତଇଲେ ।
0 Comments