ସୁପ୍ରଭାତ ଓ ସଂନ୍ଧ୍ୟାରେ ର କିଛି ବିଶେଷ ସମୟରେ ଫଟୋ. ମାନ ଲେଖିଯାଏ. ସୃଷ୍ଟିର ସୁନ୍ଦର ଲୋଭନୀୟ ଦୃଶ୍ୟ କାହାକୁ ଭଲ ନ ଲାଗିବ. ସମୟ ପାରିବର୍ତ୍ତରେ ପ୍ରକୃତି ରାଣୀ ତାର ସୁନ୍ଦର ଦୃଶ୍ୟ ରେ ରୂପାଇତ ଧାରଣ କରୁଥାଏ. ମଥାରେ ସିନ୍ଦୁର ମଣ୍ଡିତ ହୋଇ ଧରଣୀ ରାଣୀ ଅତୀବ ସୁନ୍ଦର ଦେଖା ଯାଏ. ସୁପ୍ରଭାତରେ ନବବଧୂ ଯେଭଳି ତାର ସୁନ୍ଦରତା ରେ ପରିବାର ମଧ୍ୟରେ ଖୁସି ଆଣିଦିଏ. ସନ୍ଦ୍ୟାରେ ସେଭଳି ଧରଣୀ ରାଣୀ ତାର ସଂନ୍ଧ୍ୟା କାଳୀନ ସୁନ୍ଦର ଦୃଶ୍ୟରେ ଏ ସାରା ଜଗତକୁ ଆନନ୍ଦରେ ଭରିଦିଏ. ଆକାଶରେ ବିହଙ୍ଗ ମାନେ ସେ ମନୋରମ ଦୃଶ୍ୟକୁ ଦେଖି ଖୁସିରେ ହସି ହସି ଚାଲି ଯାଆନ୍ତି.. ସେଭଳି ଏ କର୍ମ ତତ୍ପର ମଣିଷ ଦିନର ସମସ୍ତ କାର୍ଯ୍ୟ ସାରି ଫେରିବା ବେଳେ ଧରଣୀ ରାଣୀର ଶୀତଳ ସ୍ପର୍ଶ ମନରେ ଆନନ୍ଦ ଭରିଦିଏ. ମାଡିଆ ଆସେ ଅନ୍ଧାର.
ପୁଣି ଏକ ନୂତନ ସକାଳ ଅପେକ୍ଷାରେ ରହେ ଧରିନି ରାଣୀ. କେତେବେଳେ ପ୍ରଭାତ ହେଵ ମୁଁ ନବ ବଧୂପରି ସଜେଇ ହୋଇ ସଭିଙ୍କୁ ଶୀତଳ ସ୍ପର୍ଶ ଦେବି. ଏକ ନୂତନ ଦିନର ଆରମ୍ଭ ହେବ.
କିଛି ଅନୁଭୂତିକୁ ବାଖ୍ୟା କରାଯାଇଛି.
0 Comments