ନୂଆଗାଁ ବ୍ଲକ ରେ ବିଯୁଜନତା ଦଳର ଜନ ସମ୍ପର୍କ ପଦଯାତ୍ରା

 


ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମଧ୍ୟରେ ଆଜି ବିଯୁଜନତା ଦଳର ଜନ ସମ୍ପର୍କ ପଦଯାତ୍ରା  ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର  ନୂଆଗାଁ ବ୍ଲକରେ କିରିଆଲାଞ୍ଜି ଠାରୁ ବାହାରି ଦଶପଲ୍ଲା ଅଭିମୁଖେ  ଏକ ଜନ ସମ୍ପର୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି..ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ କନ୍ଧମାଳ ଡ଼ଃ ଅଚ୍ୟୁତାନନ୍ଦ ସାମନ୍ତ ,ମାନ୍ୟବର ବିଧାୟକ, ଦଶପଲ୍ଲା ତଥା ଜିଲ୍ଲା ବିଜେଡ଼ି ସଭାପତି, ନୟାଗଡ଼ ଶ୍ରୀ ରମେଶ ଚନ୍ଦ୍ର ବେହେରା ଯୋଗଦେବା ସଙ୍ଗେ ସଙ୍ଗେ ଦଳର ହଜାର ହଜାର ସଂଖ୍ୟାରେ କର୍ମକର୍ତ୍ତା, ସଂଗଠକ, ଶୁଭେଚ୍ଛୁ, ଜନ ପ୍ରତିନିଧି ଯୋଗଦେଇ ସରକାର ଙ୍କର ବିଭିନ୍ନ ଜନ ହିତକର କାର୍ଯ୍ୟ ସମ୍ପର୍କରେ ଲୋକ ଙ୍କୁ ଅବଗତ କରାଇବା ସହ ତତ୍ ସମ୍ଭଦ୍ଧିୟ ଲିଫ୍ଲେଟ୍ ପ୍ରଦାନ କରିଥିଲେ । ନୂଆଗାଁ ବ୍ଲକ ର ସମସ୍ତ ବିଯୁଜନତା ଦଳର ସକ୍ରିୟ କର୍ମୀ ମାନେ ବିଶାଳ ଶୋଭାଯାତ୍ରାରେ ଯୋଗଦେଇଥିଲେ 


Post a Comment

0 Comments