ନୂଆଗାଁ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ପ୍ରଥମ ବର୍ଷର ଛାତ୍ର ଛାତ୍ରୀଙ୍କୁ ରେଡ କ୍ରସ ଉପଦେୟତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

 ନୂଆଗାଁ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ପ୍ରଥମ ବର୍ଷର ଛାତ୍ର ଛାତ୍ରୀଙ୍କୁ ରେଡ କ୍ରସ ଉପଦେୟତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 


ନୂଆଗାଁ ସଦର ମହକୁମାରେ ଥିବା  ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ପରିସର ମଦୟରେ ରେଡ କ୍ରସ ଅନୁକୂଲ୍ୟରେ ରେଡ କ୍ରସ ଉପଦେୟତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ +୨ ପ୍ରଥମ ବର୍ଷରେ ନାମଲେଖାଇ ଥିବା ଛାତ୍ର ଛାତ୍ରୀଙ୍କୁ ରେଡ କରସର ଉପଦେୟତା ସମ୍ବନ୍ଧରେ ଅବଗତ କରାଇବା ନିମନ୍ତେ ଏକ ଅଧିଷ୍ଠାନ ଉଶଛବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧକ୍ଷ୍ୟ ସନ୍ତୋଷ କୁମାର ସାହୁ  ସଭାର ମୁଖ୍ୟ ଅତିଥିଭାବରେ ଯୋଗଦେଇଥିଲେ । ରେଡକ୍ରସ ମୁଖ୍ୟ ଆବାହକ ସହଦେବ ବେହେରା ,ନୟାଗଡ ଯୋଗଦେଇଥିଲେ । ସଭା ଆରମ୍ଭରେ ଠାକୁରଙ୍କ ପାଖରେ ଧୂପ ଦେଇ ସଭାକୁ ଆରମ୍ଭ କରଯାଇଥିଲା ।ସଭାକୁ ଶିକ୍ଷା ବିଭାଗର ଅଧ୍ୟାପକ ଜୟକୃଷ୍ଣ ପରିଚାଳନା କରିଥିଲେ । ଏହି ସଭାର ମୁଖ୍ୟ ଉଦେଶ୍ୟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ରେଡକ୍ରସର ଆଭିମୁଖ୍ଯ ଓ ପରୋପ କାରିତା ସମ୍ଭାନ୍ଧରେ ଗୁରୁତ୍ଵ ପୂର୍ଣ ତସ୍ଥ୍ୟ ଆଲୋଚନା କରଯାଇଥିଲା । ସଭା ଶେଷରେ ରେଡକ୍ରଶ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ସତ୍ୟ ସ୍ଵାଗତ ସାହୁ ଧନ୍ୟବାଦ ଦେଇଥିଲେ । ଏହି ସଭାରେ ବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ମାନେ ଉପସ୍ଥିତ ରହିବା ସହିତ ୧୫୦ ଅଧିକ ଛାତ୍ର ଛାତ୍ରୀ ଯୋଗଦେଇଥିଲେ ।

Post a Comment

0 Comments