ନୂଆଗାଁ ବ୍ଲକ ବିଭିନ୍ନ ସ୍ଥାନର ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି ।ସମସ୍ତ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଦଶପଲ୍ଲା ତଥା ବିଜେଡି ଜିଲ୍ଲା ସଭାପତି ନୟାଗଡ଼ ଶ୍ରୀ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇ ଅଛନ୍ତି ।
ବାହାଢ଼ା ଝୋଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଡ଼ପଦା ରେ ସିଦ୍ଧି ବିନାୟକ ପୂଜା କମିଟି ,ଆନୁକୂଲ୍ୟରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ମାଣିକପାଟଣା,
ନିୟୁ ବାପୁଜୀ ଯୁବକ ସଂଘ ଆନୁକୂଲ୍ୟରେ ଆୟୋଜିତ ଗଣେଶ ପୂଜା ଅନ୍ତିମ ଦିବସରେ,
କୋରଡ଼ା ପଞ୍ଚାୟତର ମିନାଗାଡ଼ିଆ ଗ୍ରାମରେ ଅନୁଷ୍ଠିତ ଗଣେଶ ପୂଜା
କୋରଡ଼ା ରେ ଓମ ସାଇ ରାମ ଯୁବକ ସଙ୍ଘ
ନୂଆଗାଁ ରେ ଗଜାନନ ଯୁବକ ସଙ୍ଘ
ନୂଆସାହି ରେ ବାପୁଜୀ ଯୁବକ ସଙ୍ଘ
ନୂଆଗାଁ ଗ୍ରାମର ଗଜାନନ କ୍ଲବର ଅନୁଷ୍ଠିତ ହୋଇଥିବା ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି. ମାନ୍ୟବର ବିଧାୟକ ସହିତ ନୂଆଗାଁ ବ୍ଲକ ଅଧକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଆତ୍ମା ଅଧକ୍ଷ ସଂଜୀବ କୁମାର ସାହୁ, ଦିଲୀପ ଦଳ ବେହେରା,ଗୋଲେଖ ଗୋଛାୟତ,ନୂଆଗାଁ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ପଦ୍ମଲୋଚନ ପରିଡା, ନୂଆଗାଁ ଡିଗ୍ରୀ କଲେଜ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ.
0 Comments