ନୂଆଗାଁ ବ୍ଲକର ବିଭିର୍ଣ୍ଣ ଶିକ୍ଷା ଅନୁଷ୍ଠାନରେ ଗଣେଶ ଚତୁର୍ଥୀ ଅନୁଷ୍ଠିତ

 


ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଶିକ୍ଷାନୁଷ୍ଠାନ ମଧ୍ୟରେ ଗଣେଶ ଚତୁର୍ଥୀ ଅନୁଷ୍ଠିତ ହୋଇଯାଇଛି. ଅଗ୍ର ପୂଜ୍ୟ ଗଜାନନଙ୍କର ଏହି ପବିତ୍ର ପୂଜା ସାର ଭାରତ ବର୍ଷାରେ ଧୂମଧାମରେ ପାଳନ ହୋଇଯାଇଛି. ନୂଆଗାଁ ବ୍ଲକ ଉନ୍ନୟନ ଅଧିକାରୀ ସଚ୍ଚିଦାନନ୍ଦ ମିଶ୍ର ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିଥିଲେ.


ନୂଆଗାଁ ଆଦର୍ଶ ବିଦ୍ୟାଳୟ, ମୀନକେତନ ମେମୋରିଆଲ ସଂକୃତ ମହାବିଦ୍ୟାଳୟ, ନୂଆଗାଁ ଉଚ୍ଚ ବିଦ୍ୟାଳୟ,

କେନସଫ୍ଟ କୋମ୍ପୁଟର ସେଣ୍ଟର ନୂଆଗାଁ ପ୍ରମୁଖ ସ୍ଥାନ. ଠିକ ସେହିପରି କମଳା ପାଟଣାଗ୍ରାମର ବିଘ୍ନରାଜ ଯୁବକ ସଂଘ ଆନୁକୂଲ୍ୟରେ ହୋଇଥିବା ଗଣେଶ ଚତୁର୍ଥୀରେ ମାନ୍ୟବର ବିଧ୍ୟାକ ତଥା ନୟାଗଡ଼ ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥିଭାବରେ ଭାବରେ ଯୋଗଦେଇତଥିଲେ.

ତତ ସହିତ ସନମାନ୍ନୀତ ଅତିଥିଭାବରେ ନୟାଗଡ ବିଜ୍ଞାପିତ ପରିଷଦ ଅଧକ୍ଷା ନିରୁପମା ଖଟେଇ, ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ନିଶିକାନ୍ତ ଖଟେଇ,ନୂଆଗାଁ ବ୍ଲକ ଅଧକ୍ଷାଙ୍କ ପ୍ରତିନିଧି ଶଙ୍କରସଣ ବେହେରା ପ୍ରମୁଖ ଅତିଥି ଯୋଗଦେଇ ଥିଲେ, ଜଗନ୍ନାଥପ୍ରସାଦ ଗ୍ରାମର ତିଅର ସାହିରେ ମା ବିଜଇନି କ୍ଲବଗଣେଶ ପୂଜା ଧୂମଧାମରେ ପାଳନ ହୋଇଯାଇଛି.

Post a Comment

0 Comments