ସୋରଡା ନିକଟରେ ଦୃଘଟଣା ,ଗାଡିଚାଳକ ଗୁରୁତର

 


 


 

ନୟାଗଡ ଜିଲ୍ଲା (ନୂଆଗାଁ )ଜାତୀୟ ରାଜପଥ  57 ସୋରଡା ନିକଟରେ  ଘଟିଛି ଦୃଘଟଣା ସୂଚନାମୁତବକ ଆଜି ଏକ ଟାଟା ମିନିଟ୍ରକ (ନ-OD02BZ9867)ପାରିବା ନେଇ ବାରଗଡ ରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ସମୟରେ ଭାରଶ୍ୟାମ ହରାଇ ବାମପାର୍ଶ୍ବରେ ଥିବା ଗଛରେ ଧକା ଦେଇଥିଲା ଯଦ୍ୱାରା ଗାଡିର ସମୁଖ ଭାଗ ଭାଙ୍ଗି ଯାଇଅଛି । ନୂଆଗାଁ ଅଗ୍ନିସମ ବିଭାଗ ଖବର ପାଇ ଘଟନା ସ୍ଥଳରେ ପହଞ୍ଚି ଥିଲେ । ଗାଡି ଭିତରେ ଫସିରହିଥିବା ଗାଡିଚାଳକ ଓ ସହଯୋଗୀ କୁ ଉଧାର କରିଥିଲେ ତତ ପରେ ନୟାଗଡ ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନାନ୍ତର କରାଯାଇଅଛି ଘଟା ସ୍ଥଳରେ ନୂଆଗାଁ ପୋଲିସ ଉପସ୍ଥିତ ଥିବାର ସୂଚନା ମିଳିଛି ସେ ଗାଡିଚାଳକ ହେଲେ ସାଲିଳା ସାମନ୍ତ ରାୟ ,ପିତା -ସୂର୍ୟ ନାରାୟଣ ,ଗ୍ରାମ -ରଣପୁର


Post a Comment

0 Comments