ନୟାଗଡ଼ ଜିଲ୍ଲା (ନୂଆଗାଁ )ନୂଆଗାଁ ରୁ ଭୁବନେଶ୍ୱର ଯାଉଥିବା ସ୍ପେସିଆଲ ମେମୋଟ୍ରେନ ଭୁବନେଶ୍ୱର ପାଈଁ ବନ୍ଦ ରହିବ. ସୂଚନା ମୁତାବକ ରେଲୱେଲ ଭୁବନେଶ୍ୱର ମଞ୍ଚେଶ୍ୱର ତୃତୀୟ ଲାଇନ ନିର୍ମାଣ ନିମନ୍ତେ ଚଳିତ ମାସ 24ତାରିଖରୁ 29ତାରିଖ ୫ ଦିନ ନୂଆଗାଁ ରୁ ଭୁବନେଶ୍ୱର ଯାଉଥିବା ସ୍ପେସିଆଲ ଟ୍ରେନ ଭୁବନେଶ୍ୱର ନ ଯାଇ ଖୋର୍ଦ୍ଧା ଯକ୍ସନ ପର୍ଯ୍ୟନ୍ତ ଚାଲୁରହିବ. ଏହି ସୂଚନା ନୂଆଗାଁ ଷ୍ଟେସନ ଅଧିକାରୀ ଦେଇଅଛନ୍ତି.
0 Comments