ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ପରିଦର୍ଶନ କାଲେ ମିସନ ଶକ୍ତି କନଫରେନସ ହଲରେ ମିଶନ ଶକ୍ତି ବିଭାଗ ର ରାଜ୍ୟ ସ୍ତରରୁ ଆସିଥିବା ଉପଦେଷ୍ଟା ଡକ୍ଟର ଗୀତାଞ୍ଜଳି ବସ୍ତିଆ . ସେହ୍ନାଞ୍ଜଳି ମହାନ୍ତି ମହିଳା କମିଶନର Ex ସଭ୍ୟା , ବବିତା ଜେନା ଉତ୍ତମ ଉଦ୍ୟୋଗୀ .ଖୋର୍ଦ୍ଧା । ଆଜି ମିଳିଥିବା ସୂଚନା ମୁତବକ ନାରୀର ମାନଙ୍କ ବିକାଶ ନିମନ୍ତେ ମିସନ ଶକ୍ତି ହେଉଛି ପ୍ରଧାନ ମାଧ୍ୟମ । ନାରୀସଶକ୍ତି କରଣ ପାଇଁ ମିସନ ଶକ୍ତି ମାଧ୍ୟମରେ ବିଭିନ୍ନ ଯୋଜଯାନ କରାଯାଉଛି । ସେଥିପାଇଁ ବ୍ଲକ ସ୍ତରରୁ ଗ୍ରାମ ପର୍ଯ୍ୟନ୍ତ ବିଭିନ୍ନ ଯୋଜଜନା ମାଧ୍ୟମରେ କାର୍ଯ୍ୟ କରାଯାଉଅଛି । ସମସ୍ତ କାର୍ଯ୍ୟର ତଦାରଖ କରିବା ନିମନ୍ତେ ପରାମର୍ଶ ଦାତା କମିଟି କରାଯାଇଛି । ଆଜି ନୂଆଗାଁ ବ୍ଲକ ଗ୍ରସ୍ତ କରିଥିଲେ ପରାମର୍ଶ ଦାତ୍ରୀ ଗୀତାଞ୍ଜଳି ବସ୍ତିଆ । ୨୨ ଗୋଟି ପଂଚାୟତ ରୁ ୮୦ ଅଧିକ ମହିଳା ଯୋଗ ଦେଇଥିଲେ । ମିସନ ଶକ୍ତି ବିଭାଗ ଦ୍ଵାରା କରାଯାଉଥିବା ବିଭିନ୍ନ ଯୋଜଜନା ବିଷୟରେ ପୁଙ୍ଖ୍ନୁପୁଙ୍ଖ ଆଲୋଚନା କରିବା ସହିତ ସମସ୍ଯା ଓ ନୂତନ ଯୋଜନା ବିଷୟରେ ଆଲୋଚନା କରଯାଇଥିଲା । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତି ସଚିଦାନନ୍ଦ ମିଶ୍ର ,DPC ମିଶନ ଶକ୍ତି ଶ୍ରୀମତୀ ସମିଧା ପାଢୀ . DPM ସଞ୍ଜୟ ମହାପାତ୍ର ,ମିଶନ ଶକ୍ତି CDPO ଶୁଭ୍ରକେଶୀ ମଲ୍ଲିକ, BPC ଦିଲ୍ଲୀପ କୁମାର ନାୟକ , BPM ସଶ୍ମିତା ପରିଡ଼ା , BPAcA ଭବାନୀ ପ୍ରସାଦ ସାହୁ ଉପସ୍ଥିତ ରହିବା ସହିତ ସମସ୍ତ ପଞ୍ଚାୟତ ମହାସଂଘର ସଭାନେତ୍ରୀ । ସଂପାଦିକା ସମସ୍ତ ଏମବିକେ ଓ ମିଶନ ଶକ୍ତି ଷ୍ଟାଫ ଉପସ୍ଥିତ ରହିଥିଲେ ।
ଡକ୍ଟର ବସ୍ତିଆ ମିଶନ ଶକ୍ତି ବିଭାଗର ସମସ୍ତ କାର୍ଯ୍ୟକ୍ରମ ସମ୍ବନ୍ଧରେ ସମସ୍ତଙ୍କୁ ଅବଗତ କରାଇବା ସହ ବିଶେଷ କରି ବ୍ୟାଙ୍କ ଋଣର ସୁଧ ଫେରସ୍ତ ବ୍ୟବସ୍ଥା ସ୍କୁଟର ଋଣ , ବ୍ୟବସ୍ଥା ଉପରେ ସମସ୍ତଙ୍କୁ ଆଲୋକପାତ କରିଥିଲେ । ପଞ୍ଚାୟତ ୱ। ରି ଅସୁବିଧା ଗୁଡ଼ିକ ସଭାନେତ୍ରୀ ଓ ସଂପାଦିକା ଶ୍ରୀମତୀ ବସ୍ତିଆ ମ୍ୟାଡାମ ଙ୍କୁ ଜଣାଇଥିଲେ ।
0 Comments