ନୂଆଗାଁ ବ୍ଲକର ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେଲେ ବିଧାୟକ.



ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଦର ମହକୁମାରେ ଥିବା ବଜାର ମା ପୀତାବଳୀ  ମନ୍ଦିର ସୌନ୍ଦର୍ଯ୍ୟ କରଣ ଓ ବାବା ବିରୁପାଖେଶ୍ୱର ସେବା କେନ୍ଦ୍ର ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଦୀର୍ଘ ଦିନର ଆସା ର ଆଜି ସମାପ୍ତି ଅନ୍ତ ଘଟିଛି. ମାପିତାବଳୀ ମନ୍ଦିରର ସୌନ୍ଦର୍ଯ୍ୟ କରଣ କରାଯାଇଛି. ତତ ସହିତ ବିରୁପାଖେଶ୍ୱର ସେବା କେନ୍ଦ୍ର ଅନୁକୂଳରେ ଶ୍ରାବଣ ମାସର ଶେଷ ସୋମବାର ହୋଇଥିବାରୁ କାଉଡିଆ ମାନଙ୍କୁ ସ୍ୱାଗତ କରିବା ସହିତ ଅନ୍ନ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ମାନ୍ୟବର ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥିଭାବରେ ଯୋଗଦେଇ ମା ପୀତବାଲି ପୀଠରେ ସୌନ୍ଦର୍ଜୀ କାରଣ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ. କାଉଡିଆ ମାନଙ୍କ ମନୋରଞ୍ଜନ ପାଇଁ ସଂଗୀତ କାର୍ଯ୍ୟକ୍ରମରେ ଯୋଗଦେଇ ଉତ୍ସାହିତ କରିଥିଲେ ବିଧାୟକ .



ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବୁଦ୍ଧିଜୀବୀ ସମାଜ ସେବି ସକର୍ଷଣ ବେହେରା, ଆତ୍ମା ଅଧକ୍ଷ ସଂଜୀବ ସାହୁ, ଅମିତା ପରିଡା ସରପଞ୍ଚ ନୂଆଗାଁ,ଶ୍ରଦ୍ଧାଞ୍ଜଳି ଶାସମଲ, ଦିଲୀପ ଦଳବେହେରା, ଦୁର୍ଯ୍ୟଧନ ପ୍ରଧାନ  ପ୍ରମୁଖ ଯୋଗଦେଇଥିଲେ.ସାଂକୃତିକ  କାର୍ଯ୍ୟକ୍ରମ ରେ ଭକ୍ତମାନେ ଆନନ୍ଦ ନେଇଥିଲେ.

Post a Comment

0 Comments