ବିଭିନ୍ନ ସ୍ଥାନରେ ଯକ୍ଷ୍ମମା ସଚେତନତା କାର୍ଯ୍ୟକ୍ରମ

 


ନୟାଗଡ ଜିଲ୍ଲା (ନୂଆଗାଁ )ନୂଆଗାଁ ବ୍ଲକ ଅନ୍ତର୍ଗତ ନୂଆଗାଁ ଓ କୋରଡା ଗ୍ରାମରେ ଯକ୍ଷ୍ମମାରୋଗର  ସଚେତନତା   ହୋଇଯାଇଛି । ଓଡିଶା ସ୍ୱାସ୍ଥ୍ୟ କଲ୍ଯାଣ ବିଭାଗ ଦ୍ଵାରା ଯକ୍ଷ୍ମମା ସଚେତନତା କାର୍ଯ୍ୟକ୍ରମ  କରା ଯାଉଛି । ଆଜି ଖଲମଡା ଓ ଭାତରଙ୍କା ଗ୍ରାମରେ ଦାଶକାଠିଆ ମାଧ୍ୟମରେ ଯକ୍ଷ୍ମମା ସଚେତନତା  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯକ୍ଷ୍ମମା ରୋଗର ଉତପତି ଓ ନିରାକରଣ  କିପରି କରାଯିବ ସେ ନେଇ ଜନ ସାଧାରଣଙ୍କୁ ସଚେତନ କରଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଡାକ୍ତର ସତୀଶ ନିବେଦନ ,ବିଶ୍ଵରଞ୍ଜନ ଦଳେଇ ,ସୁଶ୍ରୀ ସଂଗୀତା ସାମନ୍ତରାୟ ,ରଶ୍ମୀରାନି ପ୍ରଧାନ ,ପ୍ରଭାତୀ ପଣ୍ଡା ,ବ୍ରଜମୋହନ ମଲିକ ,ଶାଧନା ଶେଠୀ ସମେତ ଉଭୟ ଗ୍ରାମର ଅଙ୍ଗନାବାଡି କର୍ମୀ ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ


Post a Comment

0 Comments