ନୟାଗଡ ଜିଲ୍ଲା ଜାତୀୟରାଜପଥ ୫୭ ନୂଆଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ସମୁଖରେ ଘଟିଛି ଦୃଘଟଣା ,ଆଜି ମିଳିଥିବା ସୂଚନା ମୁତବକ ଧନେଶ୍ଵର ବେହେରା ଚାଞ୍ଚରାପଲ୍ଲି ଓ କୋଶକଟା ଗ୍ରାମର ଜେନ ଯୁବକ ବାଇକ ମାଧ୍ୟମରେ ଯାଉଥିବା ସମୟରେ ନୂଆଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ସମୁଖରେ ଦୃଘଟଣା ଘଟିଥିଲା। କ୍ଷତ ବିକ୍ଷତ ହୋଇ ରାସ୍ତା ଉପରେ ପଡିରହିଥିଲେ । ସ୍ଥାନୀୟ ଜନସାଧାରଣ ଅଗ୍ନିସମ ବାହିନୀକୁ ଖବର ଦେବା ପରେ ସେମାନେ ଘଟନା ସ୍ଥଳରେ ପହଞ୍ଚି ୨ ଜଣ ଙ୍କୁ ମହିପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଅଛନ୍ତି । ସେମାନଙ୍କର ଅବସ୍ଥା ଗୁରୁତର ଅଛି ବୋଲି ଅଗ୍ନିସମ ବାହିନୀ ସୂଚନା ଦେଇ ଅଛନ୍ତି ।
0 Comments