ପରଲୋକରେ ବୃଦ୍ଧାଶ୍ରମର ଶଯ୍ୟାଶାୟୀ ଅମରି ବେଓ୍ବା

 



ସମର୍ପଣ ବୃଦ୍ଧାଶ୍ରମରେ ଶଯ୍ୟାଶାୟୀ ଅମରି ବେଓ୍ବାଙ୍କ ଦେହାନ୍ତ। ପରିଚାଳନା କମିଟି ସଦସ୍ୟ, କର୍ମଚାରୀ ଓ ସମାଜସେବୀଙ୍କ ଉପସ୍ଥିତି ରେ ନୟାଗଡ଼ ପୁରୁଣା ସହର ସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ସଂଧ୍ୟା ବେଳେ ସମର୍ପଣ ପରିସରରେ ଆମରି ବେଓ୍ବାଙ୍କ ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା ଆୟୋଜନ କରାଯାଇଥିଲା।

Post a Comment

0 Comments