ସୂଚନା ଥାଉକି ଗୋଟିଏ ବାଲି ଗାଡିକୁ ଛାଡ଼ିବା ପାଇଁ ୧୩ହଜାର ଟଙ୍କା ଡ଼ିଲ କରିଥିବାବେଳେ l ଅଗ୍ରିମ ଦଶ ହଜାର ଟଙ୍କା ନେଇଥିଲେ ଆଜି ବାକି ତିନି ହଜାର ଟଙ୍କା ନେଉଥିବା ସମୟରେ ନୟାଗଡ ଓ ଭୁବନେଶ୍ୱର ଭିଜିଲାନ୍ସର ମିଳିତ ସହଯୋଗରେ ଗଣିଆ ତହସିଲ କଲୋନୀରୁ ତାଙ୍କୁ ଗିରଫ କରାଯାଇଛି l
Copyright © 2022 Pratikhya All Rights Reserved Web Developer Mahesh Technology Designed By Mahesh Naik
0 Comments