୦୧- ଭାରତର ସ୍ୱପ୍ନ ଚୁରମାର ହୋଇଯାଇଛି । ଏମର୍ଜିଂ ଏସିଆ କପ ଫାଇନାଲରେ ପାକିସ୍ତାନ ନିକଟରୁ ୧୨୮ ରନରେ ପରାଜୟ ବରଣ କରିଛି ଟିମ୍ ଇଣ୍ଡିଆ ।
୦୨- ଜୁଲାଇ ୨୪ରୁ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ପୁରୀବାସୀ, ପରିଚୟପତ୍ର ଦେଖାଇବା ବାଧ୍ୟତାମୂଳକ।
୦୩- ଅଧବାଟରୁ ଫେରସ୍ତ ଆସିଲା ଦୁବାଇ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ, ତିରୁବନଂତପୁରମରେ ସୁରକ୍ଷିତ ଲ୍ୟାଣ୍ଡିଂ ।
୦୪- ଭୋଜପୁରୀ ଅଭିନେତା ଖେସାରୀ ଲାଲ୍ ଯାଦବଙ୍କ ବିରୋଧରେ ଜାରି ହେଲା ଜାମିନ ବିହୀନ ପରୱାନା। ୨୦୧୯ରେ ହୋଇଥିବା ଜମି ବିବାଦ ଏବଂ ଚେକ୍ ବାଉନ୍ସ ମାମଲାରେ ଛପରା କୋର୍ଟ ଜାମିନ ବିହୀନ ପରୱାନା ଜାରି କରିଛନ୍ତି।
୦୫- ପଞ୍ଜାବରେ ବନ୍ୟା ଯୋଗୁ କ୍ଷତି ୧୦୦୦ କୋଟି, କେନ୍ଦ୍ରକୁ ରିପୋର୍ଟ ପଠାଇ କ୍ଷତିପୂରଣ ଦାବି କରିବ ରାଜ୍ୟ ।
୦୬- ଭିଏତନାମକୁ ଉପହାରରେ ପ୍ରଦାନ କରାଗଲା ସମ୍ପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ଯୁକ୍ତ INS କୃପାଣ ।
୦୭- ଓଏସଏସସି ଜେଇ ସିଭିଲ ମେନ ପରୀକ୍ଷା ରଦ୍ଦ, ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ୯ ଗିରଫ ।
୦୮- ସରକାରଙ୍କୁ ଡ୍ରାଇଭର ମହାସଂଘର ଚେତାବନୀ: ୩୦ ତାରିଖ ମଧ୍ୟରେ ପ୍ରତିଶ୍ରୁତି ପୂରା ନହେଲେ ପୁଣି ରାଜରାସ୍ତାକୁ ଓହ୍ଲାଇବ ମହାସଂଘ ।
୦୯- ଖୋଲିଲା ହୀରାକୁଦ ଡ୍ୟାମ୍ର ୫ଟି ଗେଟ୍। ଏହା ସହିତ ନିଷ୍କାସିତ ହେଉଛି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ।
୧୦- ଅସହମତିକୁ ବିରୋଧାଭାସରେ ପରିଣତ କରିବା ଗଣତନ୍ତ୍ର ପାଇଁ ଅଭିଶାପଠାରୁ କମ୍ ନୁହେଁ: ଉପରାଷ୍ଟ୍ରପତି ।
୧୧- ଜ୍ଞାନବାପି ମାମଲା: ଜରୁରୀ ଶୁଣାଣି ପାଇଁ ସୁପ୍ରିମ୍କୋର୍ଟରେ ମୁସଲମାନ ପକ୍ଷ ଆବେଦନ କରିବ।
୧୨-:ପଶ୍ଚିମବଙ୍ଗର ବିଜେପି ବିଧାୟକ ନିର୍ମଳ କୁମାର ଧର ଦେଶର ସବୁଠୁ ଗରିବ ବିଧାୟକ।
୧୩- ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଭାରତୀୟ ସେନାଙ୍କ ଯୋଗଦାନକୁ ସମ୍ମାନ ଦେଲା ଇଟାଲୀ, ନିର୍ମାଣ କଲା ବିଶେଷ ସ୍ମାରକ।
🙏🌼ସୁପ୍ରଭାତ ,ଶୁଭ ସକାଳ🌼🙏
0 Comments