ଅଗଷ୍ଟ ୧ ରୁ ସାରା ରାଜ୍ୟରେ ଅଖ ଚକ ବନ୍ଦ ଡ୍ରାଇଭର ମହସଂଘ ପକ୍ଷରୁ ସରକାରଙ୍କୁ ଚେତାବନୀ

 କଲ୍ୟାଣ ବୋର୍ଡ ଗଠନ ସହ ଦାବୀ ପୁରଣ ପାଇଁ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରୁନଥିବା ହେତୁ ଚରମ ନିଷ୍ପତ୍ତି 



ସରକାର ବାରମ୍ବାର ତାରିଖ ବଦଳାଉଥିବାରୁ ଅସନ୍ତୋଷ ବୃଦ୍ଧି 


ଆସନ୍ତା କାଲି ଠାରୁ ୩୦ ଜୁଲାଇ ଯାଏ ଭୁବନେଶ୍ଵର ଲୋୟର ପିଏମଜି ରେ ଧାରଣା ଦେବ ସଂଘ


ସମୟ ଭିତରେ ସରକାର ଦାବୀ ଉପରେ ବିଚାର ନକଲେ ଅଗଷ୍ଟ ୧ ରୁ ଗଡିବନି ଗାଡି 


ସାରା ରାଜ୍ୟର ଲକ୍ଷ ଲକ୍ଷ ଡ୍ରାଇଭର ହେବେ ସାମିଲ


ଡ୍ରାଇଭର ଏକତା ମହମଞ୍ଚ ତରଫରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା

Post a Comment

0 Comments