ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସୋରଡା ଗ୍ରାମରେ ଥିବା ମହାଦେବ ମନ୍ଦିରରେ ବୁଡି ଦୁଇବାଳକ ମୃତ୍ୟୁ ଘଟିଛି । ଘଟନା ସୂତ୍ରରୁ ସୂଚନା ମିଳିଛି ଯେ ସୋରଡା ଭୋଇ ସାହିର । ଆଜି ମହେଶ ନାୟକକଙ୍କ ପୁଅ ରିତେଶ ନାୟକ ଓ ବାବୁ ନାୟକ ଙ୍କ ପୁଅ ରାକେଶ ନାୟକ ବୟସ ୬ ବୟସ ଗ୍ରାମ ନିକଟରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । କିନ୍ତୁ ଫେରିନଥିଲେ ଗ୍ରାମର ଲୋକମାନେ ଗଧୌଥିବା ସମୟରେ ଜଣେବ୍ୟକ୍ତିଙ୍କ ଗୋଡର ପିଲାର ବାଜିଥିଲା ।ସେ ସଙ୍ଗେସଙ୍ଗେ ଦେଖନ୍ତି ଦୁଇଟି ପିଲା ପାଣିରେ ବୁଡିଯାଇଛନ୍ତି । ସ୍ଥାନୀୟ ଜନସାଧାରଣ ମିଶି ଦୁଇ ପିଲାଙ୍କୁ ଉଧାର କରି ଅଟୋ ମାଧ୍ୟମରେ ଦଶପଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଯାହାକି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳଯାଇଛି ।
0 Comments