ନୂଆଗାଁ ବ୍ଲକ ଲକ୍ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ

 ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ  ଆର୍ଥିକ ବର୍ଷ ୨୦୨୨-୨୩ ରେ ହୋଇଥିବା NREEGS/CFS  କାର୍ଯ୍ୟ ଗୁଡ଼ିକ ଉପରେ ପଂଚାୟତ ସ୍ତରରେ ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମ ସରି ଯାଇଛି। ସେହି ସାମାଜିକ ସମୀକ୍ଷା ର ପ୍ରାପ୍ତ ତଥ୍ୟ ଉପରେ ଆସନ୍ତା ୨୭ ତାରିଖ ଦିବା ୧୧ ଘ ସମୟରେ ବ୍ଲକ୍ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ବ୍ଲକ୍ ସଭା ଗୃହ ଠାରେ ଅନୁଷ୍ଠିତ ହେବ।

Post a Comment

0 Comments