ସାହସିକତା ପାଇଁ ପୁରସ୍କୃତ ହେବେ ଶିମିଳିପାଳର ୩ ବନ କର୍ମଚାରୀ : ୨ ଜଣଙ୍କୁ ମରଣୋତର ସମ୍ମାନ, ଜଣଙ୍କୁ ବୀରତ୍ୱ ପୁରସ୍କାର ମିଳିବ