ବିଳମ୍ବିତ ରାତିରେ ନିଆଁ ଲାଗି ଜାଲିଗଲା ଦୁଇଟି ଦୋକାନ ଘର


 ନୟାଗଡ ଜିଲ୍ଲା ଜାତୀୟରାଜପଥ ୫୭ ବକଳବନ୍ଧ ନିକଟରେ କୌଣସି କାରଣରୁ ଦୋକାନ ଘରେ ନିଆଁ ଲାଗି ଦୁଇ ବଖରା ଦୋକାନ୍ନ ଘର ଜଳି ଯାଇଥିଲା । କାରଣ ସ୍ପଷ୍ଟ ଜଣା ପଡିନଥିବା ବେଳେ ସ୍ଥାନୀୟ ଲୋକ ମତ ଦେଉ ଅଛନ୍ତି ଇଲେଟ୍ରି ସଟ୍ସସର୍କିଟ ହୋଇ ନିଆଁ ଲାଗିଥିବାର ସୂଚନା ମିଳୁ ଅଛି । ଘଟଣାଟି ବିଳମ୍ବିତ ରାତିରେ ଘଟିଥିଲା । ଦୋକାନ ବନ୍ଦକରି ଏକ ପାନଦୋକାନ ଓ ଗାଡି ଗ୍ଯାରେଜ ଘରକୁ ଯାଇଥିଲେ । ହଠାତ ନିଆଁ ଲାଗି ଯାଇଥିଲା । ନୂଆଗାଁ ଅଗ୍ନିସମ ବାହିନୀ ଖବର ପାଇ ଘଟନା ସ୍ଥଳରେ ପହଞ୍ଚି ନିଆଁ କୁ ଅକଟ କରିବାକୁ ଚେଷ୍ଟା କରିଥିଲେ । ଦୁଇଜଣ ଦୋକାନୀ ହେଲେ ବକଳବନ୍ଧ ଗ୍ରାମର କୁଳମଣି ସାମନ୍ତରାୟ ଓ ରବୀନ୍ଦ୍ର ପଟନାୟକ ।

Post a Comment

0 Comments