ନୂଆଗାଁ ବ୍ଲକ ମଧ୍ୟରେ ଆଜି ଜିଲ୍ଲା ପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର


ନୟାଗଡ ଜିଲ୍ଲା (ନୂଆଗାଁ ) ନୂଆଗାଁ ବ୍ଲକ ମଧ୍ୟରେ ଆଜି ଜିଲ୍ଲା ପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବାକୁ ଯାଉଛି । ମିଳିଥିବା ସୂଚନା ଅନୁସାରେ ଆଜି ୨୪ ।୭ । ୨୩ ରିଖ ପୂର୍ବାହ୍ନ ୧୦ ଘଟିକା ସମୟରେ ବ୍ଲକ ସଭାଗୃହରେ ଅନୁଷ୍ଠିତ ହେବ । ନୂଆଗାଁ ବ୍ଲକ ସମସ୍ତ ଜନସାଧାରଣ ଧାର୍ଯ୍ୟ ଦିବସ ସମୟ ଓ ସ୍ଥାନରେ ଉପସ୍ଥିତ ରହିବା ହେବେ ।

Post a Comment

0 Comments