ହୋଟେଲ ଏକ୍ସସିଲେନସି ରେ ଓଡ଼ିଶାର ପ୍ରଥମ ଇ ଲର୍ଣ୍ଣିଙ୍ଗ ପ୍ଲାଟଫର୍ମ ଇଲର୍ନରସାଥୀ ର ବାର୍ଷିକ ଉତ୍ସବ

 


ଭୁବନେଶ୍ୱର ହୋଟେଲ ଏକ୍ସସିଲେନସି ରେ ଓଡ଼ିଶାର ପ୍ରଥମ ଇ ଲର୍ଣ୍ଣିଙ୍ଗ ପ୍ଲାଟଫର୍ମ ଇଲର୍ନରସାଥୀ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଇଯାଇଛି ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ପୂର୍ବତନ ସୁଚନା କମିସନର ଡ଼. ଜଗଦାନନ୍ଦ ମାହାନ୍ତି ( ଶିକ୍ଷାବିତ ) ଏବଂ ଓଡ଼ିଆ ଫିଲ୍ମ ଷ୍ଟାର ସୁବାଶିଷ ଶର୍ମା l ଶ୍ରୀ ଯୁକ୍ତ ଶର୍ମା କହିଥିଲେ ଓଡ଼ିଆ ପିଲା ମାନଙ୍କ ପାଇଁ ବହୁତୁ ଭଲ ସୁବିଧା ଆଣିଛି ଇଲର୍ନରସାଥୀ. ଇ ଲନର ସାଥି ଆପ କୁ ପ୍ଲେ ଷ୍ଟୋର ରୁ ଡ଼ାଉନଲୋଡ଼ କରି ଗ୍ରାଫିକସ ଡ଼ିସାଇନ ଭିଡ଼ିଓ ଏଡିଟିଂ. ୱେବ ଡିଜାଇନ. ସହିତ ବିଭିନ୍ନ ପ୍ରକାରର ଦକ୍ଷତା ଭିତ୍ତିକ ଶିକ୍ଷା ଲାଭ କରି ନିଯୁକ୍ତି ପାଇ ପାରିବେ ବୋଲି ଶ୍ରୀ ଯୁକ୍ତ ସାଗର କୁମାର ଖଟୁଆ ପ୍ରତିଷ୍ଠାତା ଇ ଲନର ସାଥି କହିଥିବା ବେଲେ ଏହି ଆପ ରେ 65ହଜାର ପିଲା apply କରି ସାରି ଥିବା ବେଲେ 5000ପିଲା ଙ୍କୁ ଫ୍ରି ରେ ଶିକ୍ଷା ଦାନ କରିବା ସହିତ ଆଗକୁ ମଧ୍ୟ୍ୟ ଏହା ଜାରି ରହିବ ବୋଲି ଶ୍ରୀ ସାଗର କୁମାର ଖଟୁଆ କହିଥିଲେ l ବହୁତ କମ ଖର୍ଚ୍ଚ ରେ ଅନଲାଇନ ରେ ଶିକ୍ଷା ଲାଭ କରି ନିଯୁକ୍ତି ପାଇଲେ ଆମେ ଖୁସି ହେବୁ କହିଥିଲେ ଶ୍ରୀ ସାଗର କୁମାର ଖଟୁଆ.

Post a Comment

0 Comments