ମଝି ଆକାଶରେ ଜଳିଗଲା ସେନାଙ୍କ ବିମାନ

 ନୂଆଦିଲ୍ଲୀ:ବେସାମରିକ ବିମାନ ଦୁର୍ଘଟଣା ଯୋଗୁଁ ୪ ସୈନିକଙ୍କ ସମେତ ମୋଟ ୯ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି ।


ସୂଚନା ଅନୁସାରେ, ମଝି ଆକାଶରେ ‘ପୋର୍ଟ ସୁଦାନ ଏୟାରପୋର୍ଟ’ରେ ଏକ ବେସାମରିକ ବିମାନ ଦୁର୍ଘଟଣାର ଶୀକାର ହୋଇଛି । ଏହି ଦୁର୍ଘଟଣାରେ ୪ ଜଣ ସୈନିକ ଏବଂ ଅନ୍ୟ ୫ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ତେବେ ବିମାନରେ ଯାନ୍ତ୍ରିକ ତ୍ରୁଟି ବିଚ୍ୟୁତି ଯୋଗୁଁ ଏହି ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୁଦାନ ସେନା ବିବୃତ୍ତି ଦେଇଛି । ତେବେ ବିମାନ ଭିତରେ ଥିବା ଏକ ଛୋଟ ପିଲା ଏହି ଦୁର୍ଘଟଣାରୁ ବର୍ତ୍ତିଯାଇଛି । ତେବେ ଦୁର୍ଘଟଣାରେ ବିମାନରେ ନିଆଁ ଲାଗିଯାଇଥିବା ବେଳେ ୪ ସେନା କର୍ମଚାରୀଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ଘଟିଛି ।

Post a Comment

0 Comments