ଟ୍ରେନରୁ ପର୍ସ ପାଇ ମାନବିକତା ଦେଖାଇଲେ ଶେଖ ଇସରଫ.

 


ନୟାଗଡ଼ ଜିଲ୍ଲା ନୂଆଗାଁ ଟ୍ରେନ ଷ୍ଟେସନରେ ପର୍ସ ପାଇ ପର୍ସ ଫେରାଇଲେ ଶେଖ ଇସରଫ. ଘଟଣାରୁ ଜଣାପଡେ ଶେଖ ଇସରଫ ଭୁବନେଶ୍ୱରୁ ନୂଆଗାଁ ଟ୍ରେନ ରେ ଆସୁଥିବା ସମୟରେ ଟ୍ରେନ ଭିତରୁ ଏକ ପର୍ସ ପାଇଥିଲେ. ଯାହାଭିତରେ ବହୁ ମୁଖ୍ୟବାନ ଡକୁମେଣ୍ଟ ସହିତ ଟଙ୍କା ରହିଥିଲା. ତୁରନ୍ତ ପର୍ସ ଭିତରୁ ଆଡ୍ରେସ ପାଇ ସେ ସାଙ୍ଗେ ସାଙ୍ଗେ ବାଇକ ମାଧ୍ୟମରେ ନୟାଗଡ଼ ଏଲଆଇସି କାର୍ଯ୍ୟାଳୟ ନିକଟରେ ରହୁଥିବା ବ୍ରଜ କିଶୋରେ ନୟାକଙ୍କ ଘରକୁ ଯାଇ ପର୍ସ ଫେରାଇ ଦେଇଥିଲେ. ପର୍ସ ପାଇ ବ୍ରଜ କିଶୋରେ ନାୟକ ଖୁସି ହେବା ସହିତ ଶେଖ ଇସରଫଙ୍କୁ ଧନ୍ୟବାଦ ଦେଇଥିଲେ. ଶେଖ ଇସରଫ ନୂଆଗାଁ ଓଏଲମ ବିଭାଗରେ ଟେକନିକାଲ କୋଡିନେଟର ଭାବରେ କାର୍ଯ୍ୟ କରନ୍ତି.

Post a Comment

0 Comments