ନୟାଗଡ ଜିଲ୍ଲା ଜାତୀୟ ରାଜପଥ ୫୭ ସଂପଡା ମେଗାନର୍ସରୀ ନିକଟରେ ଦୃଘଟଣା , ବ୍ରିଜ ତଳକୁ ଖସିଲା ଟ୍ରକ । ଘଟଣାରୁ ଜଣାପଡେ ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରକ ନୟାଗଡ ରୁ ଦଶପଲ୍ଲା ଅଭିମୁଖେ ଯାଉଥିବା ସମୟରେ ଭରଶ୍ୟାମ ହରାଇ ଟ୍ରକଟି ସଂପଡା ମେଗାନର୍ସରୀ ନିକଟରେ ଥିବା ବ୍ରିଜ ୱାଲ ଭାଙ୍ଗି ବ୍ରିଜ ତଳକୁ ଖସି ପଡିଛି ।
0 Comments