ନୂଆଗାଁ ବ୍ଲକ ମଧ୍ୟରେ ଥିବା ଚତୁର୍ଥ ପର୍ଯ୍ୟୟରେ11ଗୋଟି 5t ସ୍କୁଲ ନିର୍ମାଣପାଇଁ ଶୁଭବିତିସ୍ପତ ସ୍ଥାପନ ହୋଇଯାଇଛି.



ନୂଆଗାଁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା 11ଗୋଟି ଉଚ୍ଚ ବିଦ୍ୟାଳୟ 5t ରୂପାନ୍ତରଣ ହୋଇଥିବା ଉଚ୍ଚ ବିଦ୍ୟାଳୟ ଗୁଡିକର ସୁବାଭିତିସ୍ପସ୍ତର ସ୍ଥାପନ  ହୋଇଯାଇଛି. ଯଥା ନୂଆଗାଁ ବାଳିକା ଉଚ୍ଚ ବିଦ୍ୟାଳୟ, ପଞ୍ଚାୟତ ହାଇସ୍କୁଲ କୋରଡ଼ା, ଉଦୟପୁର ଉଚ୍ଚ ବିଦ୍ୟାଳୟ, କୃଷ୍ଣପ୍ରସାଦ ଉଚ୍ଚ ବିଦ୍ୟାଳୟ, ହରିପୁର ଉଚ୍ଚ ବିଦ୍ୟାଳୟ, ଗ୍ରାମପଞ୍ଚାୟତ ହାଇସ୍କୁଲ ଶିମିଳିସାହି, ବାହାଡଝୋଲା ଉଚ୍ଚ ବିଦ୍ୟାଳୟ, କାପ୍ତାପଲ୍ଲୀ, ଢ଼େକେଣା ସିଙ୍ଗାରପଲ୍ଲୀ ପଞ୍ଚାୟତ ମଧ୍ୟରେ ଥିବା ଉଚ୍ଚ ବିଦ୍ୟାଳୟ ମଧ୍ୟ୍ୟରେ ଅନୁଷ୍ଠାନିକ ଭାବରେ  ସ୍କୁଲ ପ୍ରାଙ୍ଗଣରେ ନୂଆଗାଁ ବିଡ଼ିଓ ସଚ୍ଚିଦାନନ୍ଦ ମିଶ୍ର ଉପସ୍ଥିତ ରହି ପୂଜା ଅର୍ଚନା ଶୁଭ ଦେଶିଥିଲେ. ଏହି ଶୁଭ ମୁହୁର୍ତରେ


ନୂଆଗାଁ ବ୍ଲକର ସଶକାରି ଯନ୍ତ୍ରୀ ଶୁଭସ୍ମିତା ପଣ୍ଡା, କନିଷ୍ଠ ଯନ୍ତ୍ରୀ ନିତ୍ୟାନନ୍ଦ ମିଶ୍ର, ସ୍ଥାନୀୟ ଜନପ୍ରତିନିଧି, ସ୍କୁଲର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ, ସହଶିକ୍ଷକ, ସ୍କୁଲ ପରିଚନା କମିଟି ଏବଂ ଅଞ୍ଚଳ ବୁଦ୍ଧିଜୀବୀ ମନେ ଉପସ୍ଥିତ ରହିଥିଲେ.

Post a Comment

0 Comments