ଆଜିର ରାଶିଫଳ


ଶରତ ମହାପାତ୍ର (ପୁରୀ )୨୯ ଜୁନ ୨୦୨୩,ମିଥୁନ ୧୫ଦିନ, ଆଷାଢ଼ ୨୫ଦିନ, ଗୁରୁବାର, ଶୁକ୍ଳ  ଏକାଦଶୀ ରାତ୍ର ୨ଘ ୩୮ମି ୩୦/ଜୁନ ପର୍ଯ୍ଯନ୍ତ,ପରେ ଦ୍ଵାଦଶୀ।ଚାନ୍ଦ୍ରରାଶି - ତୁଳା।ନକ୍ଷତ୍ର -  ସ୍ୱାତୀ ସନ୍ଧ୍ଯା ୪ଘ ୨୫ମି ପର୍ଯ୍ଯନ୍ତ,ପରେ ବିଶାଖା। ବାୟବେ,ଉତ୍ତରେ,ଐଶାନ୍ୟେ ଯାତ୍ରା ନାସ୍ତି ରାତ୍ର ୨ଘ ୩୮ମି ୩୦/ଜୁନ ପର୍ଯ୍ଯନ୍ତ,ପରେ ଐଶାନ୍ୟେ,ପୂର୍ବେ,ଆଗ୍ନୟେ ଯାତ୍ରା ନାସ୍ତି। ଏତଦ୍ ଭିନ୍ନ ଅନ୍ୟ ଦିଗ ଗୁଡ଼ିକରେ ଯାତ୍ରା ଶୁଭ।ଘାତଚନ୍ଦ୍ର - ନାସ୍ତି।ଘାତବାର - ତୁଳା, କୁମ୍ଭ ରାଶି ବ୍ଯକ୍ତିଙ୍କ ପାଇଁ।ଘାତନକ୍ଷତ୍ର -  ମିଥୁନ ରାଶି ବ୍ଯକ୍ତିଙ୍କ ପାଇଁ ସନ୍ଧ୍ଯା ୪ଘ ୨୫ମି ପର୍ଯ୍ଯନ୍ତ।ଘାତତିଥି -  ନାସ୍ତି ରାତ୍ର ୨ଘ ୩୮ମି ୩୦/ଜୁନ ପର୍ଯ୍ଯନ୍ତ,ପରେ ତୁଳା, ମକର ରାଶି ବ୍ଯକ୍ତିଙ୍କ ପାଇଁ।ଚନ୍ଦ୍ରଶୁଦ୍ଧି - ମେଷ, ବୃଷ, ସିଂହ, ତୁଳା, ଧନୁ, ମକର ଦିବା ୧୦ଘ ୨୬ମି ୩୦/ଜୁନ ପର୍ଯ୍ଯନ୍ତ।ଶ୍ରାଦ୍ଧକର୍ମ - ଏକାଦଶୀର ଶ୍ରାଦ୍ଧକର୍ମ।ପୁଷ୍କର - ମୃତେ ନାସ୍ତି ସନ୍ଧ୍ଯା ୪ଘ ୨୫ମି ପର୍ଯ୍ଯନ୍ତ, ୧ପାଦ ରାତ୍ର ୨ଘ ୩୮ମି ୩୦/ଜୁନ ପର୍ଯ୍ଯନ୍ତ,ପରେ ୨ପାଦ।ବର୍ଜନିୟ ଖାଦ୍ୟାଭ୍ୟାସ ଓ ଚଳଣି -  ଶିମ୍ବ, ଆମିଷାଦି ଖାଦ୍ୟ ରାତ୍ର ୨ଘ ୩୮ମି ୩୦/ଜୁନ ପର୍ଯ୍ଯନ୍ତ,ପରେ ପୋଇ, ମଶୁର ଓ ତୈଳ।ପ୍ରଥମ ରଜଦର୍ଶନେ ଶୁଭାଶୁଭ - ପୁତ୍ରହୀନା ସନ୍ଧ୍ଯା ୪ଘ ୨୫ମି ପର୍ଯ୍ଯନ୍ତ, ପରେ ପୁତ୍ରହୀନା।ପର୍ବ - ହରିଶୟନ ଏକାଦଶୀ, ବଡ଼ ଏକାଦଶୀ , ବାହୁଡ଼ା ଯାତ୍ରା, ଚାତୁର୍ମାସ୍ଯାରମ୍ଭ, ଅଶୁଦ୍ଧ କାଳ ଆରମ୍ଭ।luckyhome vastu fengshui SaratBhaina, ଜୟ ଜଗନ୍ନାଥ।

Post a Comment

0 Comments