ନୟାଗଡ ଜିଲ୍ଲା ନୂଆଗାଁ ସଦର ମହକୁମାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆସା ମାନଙ୍କୁ ନେଇ ଇପିଏସ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସମୁଦାର ୨୫ ଜଣ ଆସା କର୍ମୀଙ୍କୁ ନେଇ ଏହି ପ୍ରଶିକ୍ଷଣ ଶିବିର ୩ ଦିନ ଧରି ଚାଲିଥିଲା । ଏହି ପ୍ରଶିକ୍ଷଣ ଶିବିରର ମୁଖ୍ୟ ଉଦେଶ୍ୟ ଗ୍ରାମାଞ୍ଚଳରେ ରହୁଥିବା ଜନ ସାଧରଙ୍କ ମାନସିକ ସ୍ୱାସ୍ଥ୍ୟର ଉର୍ନତି ହେବ ତତ ସହିତ ସେମାନେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସଠିକ ସମୟରେ ଆସି ଚିକିସ୍ଛା ନେଇ ପାରିବେ । କିଭଳି ସେମାନଙ୍କୁ ସମସ୍ତ ବିଷୟ ଜଣାଜୀବ ସେ ନେଇ ଆସା ମାନଙ୍କୁ ପ୍ରଶିକ୍ଷଣ ଦିଅ ଯାଇଥିଲା । ୩ ଦିନ ଧରି ଡାକ୍ତର ସଲୀଳା ଶଢଙ୍ଗୀ ପ୍ରଶିକ୍ଷଣ ଦେଇଥିଲେ ।
0 Comments