ଆଜିର ରାଶିଫଳ


 ଶରତ ମହାପାତ୍ର (ପୁରୀ )୨୩ ଜୁନ ୨୦୨୩, ସମ୍ବତ-୨୦୮୦, ଶକାବ୍ଦ-୧୯୪୫, ସାଲ-୧୪୩୦, ଗଜପତ୍ୟାଙ୍କ-୬୫, ଦକ୍ଷିଣାୟନ, ବର୍ଷାଋତୁ, ମିଥୁନ ୯ଦିନ, ଆଷାଢ଼ ୧୯ଦିନ, ଶୁକ୍ଳପକ୍ଷ, ଶୁକ୍ରବାର, ଶୁକ୍ଳ  ପଞ୍ଚମୀ ରାତ୍ର ୭ଘ ୫୫ମି ପର୍ଯ୍ଯନ୍ତ,ପରେ ଷଷ୍ଠୀ।ଚାନ୍ଦ୍ରରାଶି - ସିଂହ।ନକ୍ଷତ୍ର - ମଘା।ଯୋଗିନୀ -  ଦକ୍ଷିଣେ ରାତ୍ର ୭ଘ ୫୫ମି ପର୍ଯ୍ଯନ୍ତ,ପରେ ପଶ୍ଚିମେ। ଉତ୍ତରେ,ଐଶାନ୍ୟେ,ପୂର୍ବେ ଯାତ୍ରା ନାସ୍ତି ରାତ୍ର ୭ଘ ୫୫ମି ପର୍ଯ୍ଯନ୍ତ,ପରେ ପୂର୍ବେ,ଆଗ୍ନୟେ,ଦକ୍ଷିଣେ ଯାତ୍ରା ନାସ୍ତି। ଏତଦ୍ ଭିନ୍ନ ଅନ୍ୟ ଦିଗ ଗୁଡ଼ିକରେ ଯାତ୍ରା ଶୁଭ।ଘାତଚନ୍ଦ୍ର - କର୍କଟ, ମକର ରାଶି ବ୍ଯକ୍ତିଙ୍କ ପାଇଁ।ଘାତବାର - ବିଚ୍ଛା, ଧନୁ, ମୀନ ରାଶି ବ୍ଯକ୍ତିଙ୍କ ପାଇଁ।ଘାତନକ୍ଷତ୍ର - ପରେ ମେଷ ରାଶି ବ୍ଯକ୍ତିଙ୍କ ପାଇଁ।ଘାତତିଥି -  ନାସ୍ତି ରାତ୍ର ୭ଘ ୫୫ମି ପର୍ଯ୍ଯନ୍ତ,ପରେ ମେଷ,କର୍କଟ ରାଶି ବ୍ଯକ୍ତିଙ୍କ ପାଇଁ।ଚନ୍ଦ୍ରଶୁଦ୍ଧି - ମିଥୁନ, ସିଂହ, ତୁଳା, ବିଚ୍ଛା, କୁମ୍ଭ, ମୀନ ସନ୍ଧ୍ଯା ୫ଘ ୬ମି ୨୫/ଜୁନ ପର୍ଯ୍ଯନ୍ତ।ଶ୍ରାଦ୍ଧକର୍ମ - ପଞ୍ଚମୀର ଶ୍ରାଦ୍ଧକର୍ମ।ପୁଷ୍କର - ମୃତେନାସ୍ତି।ବର୍ଜନିୟ ଖାଦ୍ୟାଭ୍ୟାସ ଓ ଚଳଣି -  ବେଲ ଓ ପଣସ ରାତ୍ର ୭ଘ ୫୫ମି ପର୍ଯ୍ଯନ୍ତ,ପରେ ନିମ୍ବ ଓ ତୈଳ।ଜୟ ଜଗନ୍ନାଥ।

Post a Comment

0 Comments