ଆଜିର ରାସୀ ଫଳ


ଶରତ ମହାପାତ୍ର (ପୁରୀ ) ୨୮ ଜୁନ ୨୦୨୩,ମିଥୁନ ୧୪ଦିନ, ଆଷାଢ଼ ୨୪ଦିନ, ବୁଧବାର, ଶୁକ୍ଳ  ଦଶମୀ ରାତ୍ର ୩ଘ ୧୬ମି ୨୯/ଜୁନ ପର୍ଯ୍ଯନ୍ତ,ପରେ ଏକାଦଶୀ। ଦକ୍ଷିଣେ,ନୈଋତେ,ପଶ୍ଚିମେ ଯାତ୍ରା ନାସ୍ତି ରାତ୍ର ୩ଘ ୧୬ମି ୨୯/ଜୁନ ପର୍ଯ୍ଯନ୍ତ,ପରେ ବାୟବେ,ଉତ୍ତରେ,ଐଶାନ୍ୟେ ଯାତ୍ରା ନାସ୍ତି। ଏତଦ୍ ଭିନ୍ନ ଅନ୍ୟ ଦିଗ ଗୁଡ଼ିକରେ ଯାତ୍ରା ଶୁଭ।ବର୍ଜନିୟ ଖାଦ୍ୟାଭ୍ୟାସ ଓ ଚଳଣି -  କଳମ ଶାଗ ରାତ୍ର ୩ଘ ୧୬ମି ୨୯/ଜୁନ ପର୍ଯ୍ଯନ୍ତ,ପରେ ଶିମ୍ବ, ଆମିଷାଦି ଖାଦ୍ୟ।ପ୍ରଥମ ରଜଦର୍ଶନେ ଶୁଭାଶୁଭ - ପୁତ୍ରହୀନା ଦିବା ୩ଘ ୫୬ମି ପର୍ଯ୍ଯନ୍ତ, ପରେ ପୁତ୍ରହୀନା।ଚାନ୍ଦ୍ରରାଶି - ତୁଳା।ନକ୍ଷତ୍ର -  ଚିତ୍ରା ଦିବା ୩ଘ ୫୬ମି ପର୍ଯ୍ଯନ୍ତ,ପରେ ସ୍ୱାତୀ।ଘାତବାର - କର୍କଟ ରାଶି ବ୍ଯକ୍ତିଙ୍କ ପାଇଁ।ଘାତଚନ୍ଦ୍ର - ନାସ୍ତି।ଚନ୍ଦ୍ରଶୁଦ୍ଧି - ମେଷ, ବୃଷ, ସିଂହ, ତୁଳା, ଧନୁ, ମକର ଦିବା ୧୧ଘ ୨୭ମି ୩୦/ଜୁନ ପର୍ଯ୍ଯନ୍ତ।ପୁଷ୍କର - ମୃତେନାସ୍ତି।luckyhome vastu fengshui SaratBhaina, ଜୟ ଜଗନ୍ନାଥ।

Post a Comment

0 Comments