(ବ୍ରହ୍ମ ପ୍ରସାଦ ଶଢଙ୍ଗୀ)
ନୟାଗଡ ଜିଲ୍ଲା ନୂଆଗାଁ ନୂଆଗାଁ ବ୍ଲକର ୩ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗଦେଲେ ଡାକ୍ତର।
ସୂଚନା ମୁତାବକ ଆଜି ନୂଆଗାଁ ବ୍ଲକ ମଧ୍ୟରେ ଥିବା ୩ ଟି ସ୍ୱାସ୍ଥ୍ୟ କେନ୍ଦ୍ରର ବହୁଦିନ ଧରି ଡାକ୍ତର
ନଥିଲେ । ଆଜି ନୂଆଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗଦେଇଛନ୍ତି ଡାକ୍ତର ବ୍ରହ୍ମ ପ୍ରସାଦ
ଶଢଙ୍ଗୀ। ଜଗନ୍ନାଥପ୍ରସାଦ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସୌମ୍ୟା ଶୁଭଦର୍ଶିନୀ, ବାହାଡଝୋଲା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସୌରଭ ସୁମନ ସ୍ଵାଇଁ
ଯୋଗଦେଇଛନ୍ତି । ଏହି ସୂଚନା ମହିପୁର
ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ସତୀଶ ନିବେଦନ ଦେଇ ଅଛନ୍ତି।
0 Comments