ରାଶିଫଳ


ଶରତ ମହାପାତ୍ର (ପୁରୀ )୨୭ ଜୁନ ୨୦୨୩, ସମ୍ବତ-୨୦୮୦, ଶକାବ୍ଦ-୧୯୪୫, ସାଲ-୧୪୩୦, ଗଜପତ୍ୟାଙ୍କ-୬୫, ଦକ୍ଷିଣାୟନ, ବର୍ଷାଋତୁ, ମିଥୁନ ୧୩ଦିନ, ଆଷାଢ଼ ୨୩ଦିନ, ଶୁକ୍ଳପକ୍ଷ, ମଙ୍ଗଳବାର।ଶୁକ୍ଳ  ନବମୀ ରାତ୍ର ୩ଘ ୪ମି ୨୮/ଜୁନ ପର୍ଯ୍ଯନ୍ତ,ପରେ ଦଶମୀ।ଚାନ୍ଦ୍ରରାଶି -  କନ୍ୟା ରାତ୍ର ୩ଘ ୨୬ମି ୨୮/ଜୁନ ପର୍ଯ୍ଯନ୍ତ,ପରେ ତୁଳା।ନକ୍ଷତ୍ର -  ହସ୍ତା ଦିବା ୨ଘ ୪୦ମି ପର୍ଯ୍ଯନ୍ତ,ପରେ ଚିତ୍ରା। ପଶ୍ଚିମେ,ବାୟବେ,ଉତ୍ତରେ ଯାତ୍ରା ନାସ୍ତି ରାତ୍ର ୩ଘ ୪ମି ୨୮/ଜୁନ ପର୍ଯ୍ଯନ୍ତ,ପରେ ଦକ୍ଷିଣେ,ନୈଋତେ,ପଶ୍ଚିମେ ଯାତ୍ରା ନାସ୍ତି। ଏତଦ୍ ଭିନ୍ନ ଅନ୍ୟ ଦିଗ ଗୁଡ଼ିକରେ ଯାତ୍ରା ଶୁଭ।ଘାତଚନ୍ଦ୍ର -  ବୃଷ ରାଶି ବ୍ଯକ୍ତିଙ୍କ ପାଇଁ ରାତ୍ର ୩ଘ ୨୬ମି ୨୮/ଜୁନ ପର୍ଯ୍ଯନ୍ତ।ଘାତବାର - ମକର ରାଶି ବ୍ଯକ୍ତିଙ୍କ ପାଇଁ।ଘାତନକ୍ଷତ୍ର -  ବୃଷ ରାଶି ବ୍ଯକ୍ତିଙ୍କ ପାଇଁ ଦିବା ୨ଘ ୪୦ମି ପର୍ଯ୍ଯନ୍ତ।ଘାତତିଥି -  ସିଂହ ରାଶି ବ୍ଯକ୍ତିଙ୍କ ପାଇଁ ରାତ୍ର ୩ଘ ୪ମି ୨୮/ଜୁନ ପର୍ଯ୍ଯନ୍ତ,ପରେ ବିଚ୍ଛା ରାଶି ବ୍ଯକ୍ତିଙ୍କ ପାଇଁ।ଚନ୍ଦ୍ରଶୁଦ୍ଧି - ମେଷ, କର୍କଟ, କନ୍ୟା, ବିଚ୍ଛା, ଧନୁ, ମୀନ ରାତ୍ର ୩ଘ ୨୬ମି ୨୮/ଜୁନ ପର୍ଯ୍ଯନ୍ତ ପରେ ମେଷ, ବୃଷ, ସିଂହ, ତୁଳା, ଧନୁ, ମକର।ପୁଷ୍କର - ମୃତେ୧ପାଦ।ଶ୍ରାଦ୍ଧକର୍ମ - ନବମୀର ଶ୍ରାଦ୍ଧକର୍ମ।ପ୍ରଥମ ରଜଦର୍ଶନେ ଶୁଭାଶୁଭ - ସୌଭାଗିନୀ ଦିବା ୨ଘ ୪୦ମି ପର୍ଯ୍ଯନ୍ତ, ପରେ ପୁତ୍ରହୀନା।ବର୍ଜନିୟ ଖାଦ୍ୟାଭ୍ୟାସ ଓ ଚଳଣି -  ଲାଉ ରାତ୍ର ୩ଘ ୪ମି ୨୮/ଜୁନ ପର୍ଯ୍ଯନ୍ତ,ପରେ କଳମ ଶାଗ।ପର୍ବ - ଶ୍ରୀ ଜୀଉ ଙ୍କ  ଆଡ଼ପ ମଣ୍ଡପେ ନବମୀ ସନ୍ଧ୍ୟା ଦର୍ଶନ , ନବମୀ ର  ସନ୍ଧ୍ଯା  ଦର୍ଶନ, ଇନ୍ଦ୍ରଦ୍ୟୁମ୍ନ ମହୋତ୍ସବ।ଜୟ ଜଗନ୍ନାଥ। luckyhome vastu fengshui, SaratBhaina।

Post a Comment

0 Comments