ଆଜିର ରାଶିଫଳ


ଶରତ ମହାପାତ୍ର (ପୁରୀ ) ୨୬ ଜୁନ ୨୦୨୩, ସମ୍ବତ-୨୦୮୦, ଶକାବ୍ଦ-୧୯୪୫, ସାଲ-୧୪୩୦, ଗଜପତ୍ୟାଙ୍କ-୬୫, ଦକ୍ଷିଣାୟନ, ବର୍ଷାଋତୁ, ମିଥୁନ ୧୨ଦିନ, ଆଷାଢ଼ ୨୨ଦିନ, ଶୁକ୍ଳପକ୍ଷ, ସୋମବାର, ଶୁକ୍ଳ  ଅଷ୍ଟମୀ ରାତ୍ର ୨ଘ ୬ମି ୨୭/ଜୁନ ପର୍ଯ୍ଯନ୍ତ,ପରେ ନବମୀ।ଚାନ୍ଦ୍ରରାଶି - କନ୍ୟା।ନକ୍ଷତ୍ର -  ଉତ୍ତରାଫାଲ୍ଗୁନି ଦିବା ୧୨ଘ ୪୩ମି ପର୍ଯ୍ଯନ୍ତ,ପରେ ହସ୍ତା। ନୈଋତେ,ପଶ୍ଚିମେ,ବାୟବେ ଯାତ୍ରା ନାସ୍ତି ରାତ୍ର ୨ଘ ୬ମି ୨୭/ଜୁନ ପର୍ଯ୍ଯନ୍ତ,ପରେ ପଶ୍ଚିମେ,ବାୟବେ,ଉତ୍ତରେ ଯାତ୍ରା ନାସ୍ତି। ଏତଦ୍ ଭିନ୍ନ ଅନ୍ୟ ଦିଗ ଗୁଡ଼ିକରେ ଯାତ୍ରା ଶୁଭ।ଘାତଚନ୍ଦ୍ର - ବୃଷ ରାଶି ବ୍ଯକ୍ତିଙ୍କ ପାଇଁ।ଘାତବାର - ମିଥୁନ ରାଶି ବ୍ଯକ୍ତିଙ୍କ ପାଇଁ।ଚନ୍ଦ୍ରଶୁଦ୍ଧି - ମେଷ, କର୍କଟ, କନ୍ୟା, ବିଚ୍ଛା, ଧନୁ, ମୀନ ରାତ୍ର ୩ଘ ୫୮ମି ୨୮/ଜୁନ ପର୍ଯ୍ଯନ୍ତ।ଶ୍ରାଦ୍ଧକର୍ମ - ଅଷ୍ଟମୀର ଶ୍ରାଦ୍ଧକର୍ମ।ପୁଷ୍କର - ମୃତେ ୧ପାଦ ଦିବା ୧୨ଘ ୪୩ମି ପର୍ଯ୍ଯନ୍ତ।ବର୍ଜନିୟ ଖାଦ୍ୟାଭ୍ୟାସ ଓ ଚଳଣି -  ଆମିଷାଦି ଖାଦ୍ୟ, ତୈଳ ଓ ନଡ଼ିଆ ରାତ୍ର ୨ଘ ୬ମି ୨୭/ଜୁନ ପର୍ଯ୍ଯନ୍ତ,ପରେ ଲାଉ।ପ୍ରଥମ ରଜଦର୍ଶନେ ଶୁଭାଶୁଭ - ସୌଭାଗିନୀ ଦିବା ୧୨ଘ ୪୩ମି ପର୍ଯ୍ଯନ୍ତ, ପରେ ସୌଭାଗିନୀ।ପର୍ବ - ପର୍ଶୁରାମାଷ୍ଟମୀ ।ଜୟ ଜଗନ୍ନାଥ। luckyhome vastu fengshui, SaratBhaina ।

Post a Comment

0 Comments