ଆଜିର ରାସୀ ଫଳ

 


ଶରତ ମହାପାତ୍ର (ପୁରୀ )୨୫ ଜୁନ ୨୦୨୩,ମିଥୁନ ୧୧ଦିନ, ଆଷାଢ଼ ୨୧ଦିନ, ରବିବାର, ଶୁକ୍ଳ  ସପ୍ତମୀ  ୦ଘ ୨୬ମି ୨୬/ଜୁନ ପର୍ଯ୍ଯନ୍ତ,ପରେ ଅଷ୍ଟମୀ।ଯୋଗିନୀ -  ବାୟବେ  ୦ଘ ୨୬ମି ୨୬/ଜୁନ ପର୍ଯ୍ଯନ୍ତ,ପରେ ଐଶାନ୍ୟେ। ଆଗ୍ନୟେ,ଦକ୍ଷିଣେ,ନୈଋତେ ଯାତ୍ରା ନାସ୍ତି  ୦ଘ ୨୬ମି ୨୬/ଜୁନ ପର୍ଯ୍ଯନ୍ତ,ପରେ ନୈଋତେ,ପଶ୍ଚିମେ,ବାୟବେ ଯାତ୍ରା ନାସ୍ତି। ଏତଦ୍ ଭିନ୍ନ ଅନ୍ୟ ଦିଗ ଗୁଡ଼ିକରେ ଯାତ୍ରା ଶୁଭ।ଚାନ୍ଦ୍ରରାଶି -  ସିଂହ ସନ୍ଧ୍ଯା ୪ଘ ୫୨ମି ପର୍ଯ୍ଯନ୍ତ,ପରେ କନ୍ୟା।ନକ୍ଷତ୍ର -  ପୂର୍ବାଫାଲ୍ଗୁନି ଦିବା ୧୦ଘ ୧୨ମି ପର୍ଯ୍ଯନ୍ତ,ପରେ ଉତ୍ତରାଫାଲ୍ଗୁନି।ଚନ୍ଦ୍ରଶୁଦ୍ଧି - ମିଥୁନ, ସିଂହ, ତୁଳା, ବିଚ୍ଛା, କୁମ୍ଭ, ମୀନ ସନ୍ଧ୍ଯା ୪ଘ ୫୨ମି ପର୍ଯ୍ଯନ୍ତ ପରେ ମେଷ, କର୍କଟ, କନ୍ୟା, ବିଚ୍ଛା, ଧନୁ, ମୀନ।ଘାତଚନ୍ଦ୍ର -  କର୍କଟ, ମକର ରାଶି ବ୍ଯକ୍ତିଙ୍କ ପାଇଁ ସନ୍ଧ୍ଯା ୪ଘ ୫୨ମି ପର୍ଯ୍ଯନ୍ତ,ପରେ ବୃଷ ରାଶି ବ୍ଯକ୍ତିଙ୍କ ପାଇଁ।ଘାତବାର - ମେଷ ରାଶି ବ୍ଯକ୍ତିଙ୍କ ପାଇଁ।ବର୍ଜନିୟ ଖାଦ୍ୟାଭ୍ୟାସ ଓ ଚଳଣି -  ତାଳ  ୦ଘ ୨୬ମି ୨୬/ଜୁନ ପର୍ଯ୍ଯନ୍ତ,ପରେ ଆମିଷାଦି ଖାଦ୍ୟ, ତୈଳ ଓ ନଡ଼ିଆ।ଶ୍ରାଦ୍ଧକର୍ମ - ସପ୍ତମୀର ଶ୍ରାଦ୍ଧକର୍ମ।ପୁଷ୍କର - ମୃତେ ୨ପାଦ ଦିବା ୧୦ଘ ୧୨ମି ପର୍ଯ୍ଯନ୍ତ, ୩ପାଦ  ୦ଘ ୨୬ମି ୨୬/ଜୁନ ପର୍ଯ୍ଯନ୍ତ,ପରେ ୨ପାଦପ୍ରଥମ ରଜଦର୍ଶନେ ଶୁଭାଶୁଭ - ୭ମାସ ଗଣ୍ଡଦୋଷ ଫଳ ବୈଧବ୍ଯ ଦିବା ୧୦ଘ ୧୨ମି ପର୍ଯ୍ଯନ୍ତ, ପରେ ସୌଭାଗିନୀ।ଜୟ ଜଗନ୍ନାଥ। luckyhome vastu fengshui SaratBhaina।

Post a Comment

0 Comments