ନୟାଗଡ ଜିଲ୍ଲା ନୂଆଗାଁ ବଳ୍କ ମଧ୍ୟରେ ଥିବା ଆଦର୍ଶ ବିଦ୍ୟାଳୟ ୧୦୦ ଶଯ୍ୟା ବିଶିଷ୍ଟ ବାଳକ ଛାତ୍ରା ବାସ ଶିଳାନ୍ୟାସ ହୋଇଯାଇଛି । ଓଡିଶା ସରକାରଙ୍କ ଦ୍ଵାରା ଆଜି ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଆଦର୍ଶ ବିଦ୍ୟାଳୟ ସଂଗଠନ ୧୩ ନୂଆନ ଶିକ୍ଷା ସୌଧର ଓ ୨୮ ଛାତ୍ରା ବାସର ଉଦ୍ଘାଟନୀ ,୨୭୬ ଛତ୍ରାବାସ ପାଇଁ ଭିତିସ୍ପତର ସ୍ଥାପନ ହୋଇଛି । ଠିକ ସେହିଅପରି ଆଜି ନୂଆଗାଁ ସଦର ମହକୁମା ମଧ୍ୟ ଆଦର୍ଶ ବିଦ୍ୟାଳୟର ୧୦୦ ଶଯ୍ୟା ବିଶିଷ୍ଟ ବାଳକ ଛାତ୍ରା ବାସ ଶିଳାନ୍ୟାସ ହୋଇଯାଇଛି । ଆଦର୍ଶ ବିଦ୍ୟାଳୟର ଅଧକ୍ଷ୍ୟ ପ୍ରଶାନ୍ତ କୁମାର ସାହୁ ଓ ପୁରତବିଭ୍ଗ ଜନ୍ତ୍ରୀ ସ୍ଥାନୀୟ ବାସିନ୍ଦା ଯୋଗଦେଇଥିଲେ ।
0 Comments