ନୟାଗଡ ଜିଲ୍ଲା ନୂଆଗାଁ ସଦର ମହକୁମାରେ ଥିବା ଆଦର୍ଶ ବିଦ୍ୟାଳୟର ଆଜି ନୂତନ ଭାବରେ ନାମ ଲେଖିଅଥିବା ୬ ଷଷ୍ଠ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଅଛି । ଅନୁଷ୍ଠାନିକ ଭାବରେ ନୂଆଗାଁ ଆଦର୍ଶ ସ୍କୁଲ ମଧ୍ୟରେ ଅଧକ୍ଷ୍ୟ ପ୍ରଶାନ୍ତ କୁମାର ସାହୁଙ୍କ ଅଧକ୍ଷ୍ୟତାରେ ନୂତନ ଛାତ୍ର ଛାତ୍ରୀଙ୍କୁ ଫୁଲ ଚନ୍ଦନ ଦେଇ ପୁରାତନ ଛାତ୍ର ଛାତ୍ରୀ ସ୍ଵାଗତ କରିଥିଲେ । ସମୁଦାୟ ୬୭ ଛାତ୍ର ଛାତ୍ରୀଙ୍କୁ ସ୍ଵାଗତ କରଯାଇଥିଲା । ତତ ସହିତ ଉପସ୍ଥିତ ଥିବା ଅଭିଭାବକ କଙ୍କୁ ନେଇ ମଧ୍ୟରେ ଏକ ପିଟିଏ ସଭା ଆୟୋଜନ କରଯାଇଥିଲା । ବିଦ୍ୟାଳୟରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଅଭିଭାକ ଆଜିର ସ୍ଵାଗତ ସମ୍ବର୍ଦ୍ଧନା ଦିବସରେ ଯୋଗଦେଇଥିଲେ ।
0 Comments