ଶିକ୍ରୀଡା ପଞ୍ଚାୟତ ରେ ଖୋଲିଲା କୃଷି ସେବା ସମବାୟ କେନ୍ଦ୍ର ସମିତି

 


ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଶିକ୍ରୀଡା ପଞ୍ଚାୟତ ରେ ଖୋଲିଲା କୃଷି ସେବା ସମବାୟ କେନ୍ଦ୍ର ସମିତି।ଏନେଇ ଏ ଆର୍ ସି ଏସ ହାଡ଼ିବନ୍ଧୁ ମହାକୁଡ଼ ଶିକ୍ରୀଡା ପଞ୍ଚାୟତ ରେ କୃଷି ସେବା ସମବାୟ କେନ୍ଦ୍ର ସମିତି ଖୋଲିବା ନେଇ ସାର୍ଟିଫିକେଟ ଅଫ ରେଜିଷ୍ଟ୍ରେସନ୍ ପ୍ରଦାନ କରାଯାଇଛି ।

କୃଷି ସେବା ସମବାୟ କେନ୍ଦ୍ର ସମିତି ଖୋଲିବା ଦ୍ବାରା ଶିକ୍ରୀଡା , ଅନ୍ଧାରଖଣି , କୃଷ୍ଣପ୍ରସାଦ ,ବଡବାରେଣା , ଆମେଇମୁହାଁ ଗ୍ରାମ ର ଲୋକମାନେ ଉପକୃତ ହେବେ।ଦୀର୍ଘ ବର୍ଷର ସ୍ବପ୍ନ ପୂରଣ ହୋଇଥିବାରୁ ଶିକ୍ରୀଡା ପଞ୍ଚାୟତ ର ଜନସାଧାରଣ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ କୃତଜ୍ଞତା ଜଣାଇଛନ୍ତି।

Post a Comment

0 Comments