ନୂଆଗାଁ ବ୍ଲକର ୩ ଟି ପ୍ରକଳ୍ପର ଶିଳାନ୍ୟାସ

 



ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ବାହାଡଝୋଲା ,ହରିପୂର ଓ ବେରୁଅଂବାରି ପଂଚାୟତରେ ତିନିଟି ପ୍ରକଳ୍ପ ପାଇଁ ଶିଳାନ୍ୟାସ ହୋଇଯାଇଛି ହରିପୁର ପଞ୍ଚାୟତର ଭାଟସାହିଠାରୁ ଚହଙ୍ଗି ରାସ୍ତାର ଉନ୍ନତିକରଣ ,ବେରୁଆନବରୀ ପଞ୍ଚାୟତର କଷ୍ଟି ଡାକୁଆ ପ୍ରସ୍ଥମିକ ସ୍ବାସ୍ଥ୍ୟକେନ୍ଦ୍ର ନୂତନ ଗୃହ ପାଇଁ ଭିତିପ୍ରସ୍ତର ସ୍ଥାପନ କରାଯାଇଛି


ସୂଚନା ମୁତାବକ
ବେରୁଆଁବାରୀ ଗ୍ରାମପଞ୍ଚାୟତର ସାତପାଟିଆ ଠାରୁ କେପେଟି ରାସ୍ତାର ୧.୭୪ କୋଟି ଟଙ୍କା, କଷ୍ଟି ଡାକୁଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ ଗୃହ ୧.୬୦ କୋଟି ଟଙ୍କା , ବେରୁଆଁବାରୀ, ହରିପୁର ଠାରେ ୩ଗୋଟି ଉପରୋକ୍ତ ପକଳ୍ପ ଏଥିସହିତ ମାଣିକପାଟଣା ମହାଲକ୍ଷ୍ମୀ ମନ୍ଦିର ନିକଟରେ ଏକ ସାଧାରଣସଭା ଅନୁଷ୍ଠିତ ହୋଇଯାଇଛି । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ,ନୂଆଗାଁ ବ୍ଲକ ଅଧକ୍ଷ୍ୟାଙ୍କ ପ୍ରତିନିଧି ସଂକର୍ଷଣ ବେହେରା ,ବାହାଡ ଝୋଲା ସରପଞ୍ଚ ଓ ସମିତିସଭ୍ୟା ଓ ଗ୍ରାମଉନୟନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ ।

ନୂଆଗାଁ ବ୍ଲକର ବିଭିନ୍ନ ପଞ୍ଚାଯତର ସରପଞ୍ଚ ସମିତି ସଭ୍ୟ ସଭ୍ୟ ଉପଠିତ ରହିଥିଲେ ।
ଉକ୍ତ କାର୍ଯ୍ୟପାଇଁ ମାନ୍ୟବର ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା ଓ ଅଞ୍ଚଳବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ l

 

Post a Comment

0 Comments