ଦାବି ନେଇ ନୂଆଗାଁ ତହସିଲ ସମୁଖରେ ବ୍ଲକ ସ୍ତରୀୟ ମିଳିତ ଅମଲା ମଞ୍ଚର ଆନ୍ଦୋଳନ

 


ନୟାଗଡ଼ ଜିଲ୍ଲା ନୂଆଗାଁ ତହସିଲ କାରଯ୍ୟାଳୟ ପରିସର ରେ  ନୂଆଗାଁ ବ୍ଲକ,ତହସିଲ , ନିବନ୍ଧନ ଓ ଶିକ୍ଷା ରସମସ୍ତ ଅମଲା ଏକତ୍ରିତ ଭାବରେ ନୂଆଗାଁ ତହସିଲ ସମୁଖରେ ଆନ୍ଦୋଳନ ରେ ଅଛନ୍ତି.ପୂର୍ବରୁ ସରକାରଙ୍କ ପାଖରେ ଦାବି ପୁରନ ଲାଗି ବାରମ୍ବାର ଅଭିଯୋଗ କରିଥିଲର ମଧ୍ୟ ତାର କୌଣସି ସୁ ଫଳ ମିଳିନଥିଲା. ସୁଚନା ମୁତାବକ ଜିଲ୍ଲା ସ୍ତରୀୟ କନିଷ୍ଠ ସହାୟତା ବେତନ ଲେବଲ୍ -ଚାରୀ ରୁ ଲେବୁଲ୍ ନଅ କୁବୃଦ୍ଧି ଦାବିକୁ ଉପସ୍ଥାପନା କରି ଆସୁଅଛନ୍ତି କିନ୍ତୁ ତାର କୌଣସି ଫଳ ମିଳିନାହିଁ.


ସେଥିପାଇଁ ଆଜି ନୂଆଗାଁ ତହସିଲ ସମୁଖରେ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ଆହ୍ୱାନ କ୍ରମେ ନୂଆଗାଁ ବ୍ଲକ , ତହସିଲ, ନିବନ୍ଧନ ଓ ଶିକ୍ଷାର ସମସ୍ତ ଅମଲା ଦାବି ପୂରଣ ପାଇଁ ଆନ୍ଦୋଳନ ଜାରି ରହିଛି ।

Post a Comment

0 Comments