ଘଡେଇବନ୍ଧ ରେ ଲାଗିରହିଛି ପିଇବା ପାଣି ସମସ୍ୟା

 ବାହାଡଝୋଲା ପଞ୍ଚାୟତ ଘଡେଇବନ୍ଧ ଲାଗିରହିଥିବା ପାଣି ସମସ୍ୟା ଏଯାବତ ଦୁରହୋଇନାହିଁ. ଆମକୁ ଭୁଲ ତଥ୍ୟ ଦିଆଯାଇଥିଲା ଦୂର ହେଇଚି. News ପରିବେଷଣ କରାଯାଇଥିଲା ସେଥିପାଇଁ ଆମେ ଦୁଃଖିତ. ପରେ ସମସ୍ତ ତଥ୍ୟ ପାଇବା ପରେ ଆମେ ଏହି ଖବରକୁ ଡିଲିଟ କରାଯାଇଥିଲା. ସେଥିପାଇଁ ଗ୍ରାମବାସୀ ଙ୍କୁ ଚାନେଲ ତରଫରୁ କ୍ଷମା ମଗାଯାଉଛି. ପୁନର୍ବାର ସଠିକ ତଥ୍ୟ ସହିତ ଖବର ପ୍ରସାରଣ କରାଯିବ.

Post a Comment

0 Comments