*❀꧁❣️ପୁରୀର ୪୨ଟି ନାମ❣️꧂❀*
✤●○●○●○●○✤‼️✤○●○●○●○●✤
✤●○●○●○●○✤♾️✤○●○●○●○●✤
*(୧) ଶ୍ରୀପୁରୁଷୋତ୍ତମ*
*(୨) ଶଙ୍ଖନାଭି ମଣ୍ତଳ*
*(୩) ଯାମନିକ ତୀର୍ଥ*
*(୪) କମ୍ବୁ କଟକ*
*(୫) ଶ୍ରୀକ୍ଷେତ୍ର*
*(୬) ଉଡ୍ରପୀଠ*
*(୭) ଚରିତ୍ରପୁର*
*(୮)ଭୌମକ୍ଷେତ୍ର*
*(୯) ଚେଳିତୋଳ*
*(୧୦)ଦଶାବତାର କ୍ଷେତ୍ର*
*(୧୧) ନୀଳାଚଳ*
*(୧୨) ନୀଳଗିରି*
*(୧୩) ନୀଳକନ୍ଦର ଧାମ*
*(୧୪) ନୀଳଶୈଳ*
*(୧୫) ନୀଳାଦ୍ରି*
*(୧୬) ନୀଳସୁନ୍ଦର ପର୍ବତ*
*(୧୭) ନୀଳସୁନ୍ଦର ଭୂମି*
*(୧୮) ନିର୍ବାଣ ଧାମ*
*(୧୯) ନୀଳାଖ୍ୟଶୈଳ*
*(୨୦) ପୁରୀ*
*(୨୧) ପୁରସ୍ତମ*
*(୨୨) ପୁରୁଷୋତ୍ତମକ୍ଷେତ୍ର*
*(୨୩) ପତିତପାବନକ୍ଷେତ୍ର*
*(୨୪) ପାଦପୀଠ*
*(୨୫) ବିମଳା କ୍ଷେତ୍ର*
*(୨୬) ବୈକୁଣ୍ଠ ପୁରୀ*
*(୨୭) ଭୁସ୍ୱର୍ଗ*
*(୨୮) ଚେଳିତୋତଳ*
*(୨୯) ମର୍ତ୍ତ୍ୟ ବୃନ୍ଦାବନ*
*(୩୦) ମର୍ତ୍ତ୍ୟ ବୈକୁଣ୍ଠ*
*(୩୧) ଉଡ୍ଡାୟାନ ପୀଠ*
*(୩୨) ଶଙ୍ଖକ୍ଷେତ୍ର*
*(୩୩) ଓତ୍ୟାଣ ପୀଠ*
*(୩୪)ଶଙ୍ଖନାଭି କ୍ଷେତ୍ର*
*( ୩୫) ଶଙ୍ଖବର୍ତ୍ତି ମଣ୍ତ୍ରଳ*
*(୩୬) କ୍ଷେତ୍ର*
*(୩୭) ଶ୍ରୀ ଜଗନ୍ନାଥ ଧାମ*
*(୩୮) ଶ୍ରୀଧାମ*
*(୩୯) ଶ୍ରୀପୁରୁଷୋତ୍ତମ ଆଳୟ*
*(୪୦)ଶ୍ରୀଭୂମି*
*(୪୧)ଶ୍ରୀପିଠ*
*(୪୨) ଭଦ୍ରକ୍ଷେତ୍ର*
🧩🧩🧩🧩🧩🧩🧩🧩🧩🧩
🧩🧩🧩🧩🧩🧩🧩🧩🧩🧩
📌 *ଭାରତର ଚାରିଧାମ ମଧ୍ୟରୁ ଶ୍ରୀଜଗନ୍ନାଥ ଧାମ ହେଉଛି ପ୍ରଧାନ*
📌 *ଏହା କ୍ଷେତ୍ର ଓ ତୀର୍ଥ ନାମରେ ମଧ୍ୟ ପରିଚିତ । ଏହି ଧାମର ରହିଛି ବୟାଳିଶିଟି ନାମ* ।
📌 *ଭାରତରେ ଏହା ଏକ ବିରଳ ଦୃଷ୍ଟାନ୍ତ । କୌଣସି ଧାମ, କ୍ଷେତ୍ର ବା ତୀର୍ଥର ବୟାଳିଶିଟି ନାମ ରହିଥିବାର ଜଣାଯାଇ ନାହିଁ । ଏହା ହିଁ ସୂଚାଇ ଦିଏ ମହାପ୍ରଭୁଙ୍କ ଧାମର ପ୍ରାଚୀନ ଐତିହ୍ୟକୁ* ।
📌 *ଏହି ନାମ ଗୁଡ଼ିକର ଐତିହ୍ୟ"ଶେ ଅନୁଶୀଳନ କଲେ ଜଣାଯାଉଛି ଏ ସବୁ ଶାସ୍ତ୍ରୀୟ-ଐତିହାସିକ-ଦାର୍ଶନିକ ଭିତ୍ତିଭୁମିକର । ଉପରେ ପର୍ଯ୍ୟବେସିତ* ।
📌 *ସମସ୍ତ ନାମର ପଛ ଭାଗରେ ଏକ ସୁଦୀର୍ଘ ପ୍ରାଚୀନପରମ୍ପରା ରହିଥିବା ଜଣାଯାଏ । ପ୍ରତ୍ୟେକ ନାମକୁ ନେଇ ଗୋଟିଏ ଗୋଟିଏ ମାନ । ଗବେଷଣାପ୍ରବନ୍ଧ ସୃଷ୍ଟି ହୋଇପାରିବ* ।
✿❁❣️༒ *ଜୟ ଜଗନ୍ନାଥ* ༒❣️❁✿
0 Comments