ଆକର୍ଷଣ ବଢ଼ାଉଛି ଦାସୀଆ ଅଜାଣଙ୍କ ସଂଗ୍ରାଳୟକୁ ଅଶିଥିବା ଦକ୍ଷିଣାଫ୍ରିକା ର ଓଟପକ୍ଷୀ

 


ଦାସୀଆ ଅଜାଣଙ୍କ ସଂଗ୍ରାଳୟକୁ ଅଶିଲା ଦକ୍ଷିଣାଫ୍ରିକା ର ଓଟପକ୍ଷୀ ଅଣ୍ଡା.ଓଡିଶା ପାଠାଗାର ଆନ୍ଦୋଳନର ସ୍ରଷ୍ଟା ଦାସିଆ ଅଜାଙ୍କ ଦ୍ବାରା ନୟାଗଡ଼ର ଉଦୟପୁର ଠାରେ ପ୍ରତିଷ୍ଠିତ ବିଶ୍ଵ ପ୍ରସିଦ୍ଧ ସଂଗ୍ରହାଳୟ କୁ ବିଗତ କିଛି ମାସ ପୂର୍ବେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ପ୍ରଦାନ କରିଥିବା ଦକ୍ଷିଣ ଆଫ୍ରିକାର ମାଡାଗାସ୍କା ଦେଶର ଓଟପଖି ର ବିରଳ ଅଣ୍ଡାକୁ ସଂଗ୍ରହାଳୟରେ ଦେଖି ଖୁସି ପ୍ରକଟ କରୁଛନ୍ତି ଓଡିଶା ପ୍ରଶାସନିକ ସେବାର ତିନି ଜଣ ବରିଷ୍ଠ ଅଧିକାରୀ ସଚିଦାନନ୍ଦ ମିଶ୍ର, ଦିଲୀପ କୁମାର ଜେନା, ଓ ପବିତ୍ର କୁମାର ସାମଲ


Post a Comment

0 Comments