ନୂଆଗାଁ ହାଇସ୍କୁଲ ମଧ୍ୟରେ ବର୍ଣ୍ଣାଳି ଆନୁକୁଲ୍ଯରେ ମଣ୍ଡଳସ୍ତରୀୟ ଶିକ୍ଷକ ଶିକ୍ଷୟିତ୍ରୀ ତାଲିମ ଶିବିର ଅନୁଷ୍ଠିତ ।

 




ନୟାଗଡ ଜିଲ୍ଲା ନୂଆଗାଁ ସଦର ମହକୁମାରେ ଥିବା ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ମଧ୍ୟରେ ବର୍ଣ୍ଣାଳି ଆନୁକୁଲ୍ଯରେ  ମଣ୍ଡଳସ୍ତରୀୟ ଶିକ୍ଷକ ଶିକ୍ଷୟିତ୍ରୀ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।


ଏହି ଶିବିର ମାଧ୍ୟମରେ ଳିଙ୍ଗ ସମ୍ବେଦନଶୀଳତା ଓ ପାଠ୍ୟକ୍ରମ ସହ ସଂଯୋଗୀକରଣ କରାଜୀବ ତାହାଥିଲା ଶିବିରର ମୁଖ୍ୟ ଉଦେଶ୍ୟ । ତିନିଦିନ ଧରି ଶିବିରଟି ବିଦ୍ୟାଳୟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା
ସିଆରସିସି କୈଲାଶ ଚନ୍ଦ୍ର ନାୟକଙ୍କ ନେତୃଟ ରେ ଶିବିରତି ଅନୁଷ୍ଠିତ ହୋଇଥିଲା ।


ଏହି ଶିବିରରେ ପ୍ରଜ୍ଞାପରିମିତା ବସ୍ତିଆ ଷ୍ଟେଟ ରିସୋର୍ସ ପରସନ  ,ଶ୍ରାବଣୀ ମିଶ୍ର ଗାଲ୍ସ କୋଡିନେଟର ,ପ୍ରଭାତୀ ମିଶ୍ର ,ପୂର୍ଣା ଚନ୍ଦ୍ର ଘଡେଇ ,ସସ୍ମିତା ମହାପାତ୍ର ରିସୋର୍ସ ପର୍ଶନ ,ଯୋଛନରାନୀ ଶେଠୀ ଏବୀଓ ନୂଆଗାଁଯୋଗ ଦେଇଥିଲେ । ନୂଆଗାଁ ସର୍କଲର  ୫୪ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଶିବିରରେ ଯୋଗଦେଇଥିଲେ ।

 


 

 

Post a Comment

0 Comments