ନୂଆଗାଁ ବ୍ଲକ ବିଭିର୍ନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ

 




ନୂଆଗାଁ ବ୍ଲକ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବିଭିର୍ନ୍ନ ପଞ୍ଚାୟତ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ସାଂସ୍କୃତିକ କାର୍ଯ୍ୟକ୍ରମପାରାଢିପ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୋକଶୁଙ୍ଗା ଠାରେ ମା ଚମ୍ପେଶ୍ୱରି ଠାକୁରାଣୀ  ଙ୍କ ଯନ୍ତାଳ ପର୍ବ ଉପଲକ୍ଷେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବଡ଼ଗୋଠ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟୁବନ୍ଧ ଠାରେ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ମହାଦେବ ଙ୍କ ପୀଠରେ ପୂର୍ଣ୍ଣାହୂତି ଓ ଯଜ୍ଞ ଉତ୍ସବ ଉପଲକ୍ଷେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା ନୂଆଗାଁ ବ୍ଲକ ଅଧକ୍ଷ୍ୟା ଲକ୍ଷ୍ମୀପ୍ରିୟ ବେହେରା ,ସ୍ଥାନୀୟ ସରପଞ୍ଚ ,ସମିତିସଭ୍ୟ ସମେତ ଅଞ୍ଚଳର ବୁଦ୍ଧିଜୀବୀ

Post a Comment

0 Comments