ସମାଜିକ ଆର୍ଥିକ ପଛୁଆ ବର୍ଗ ଜାତି ସର୍ଭେ କାର୍ଯ୍ୟ କରିବାପାଇଁ ପ୍ରାଥମିକ ଶିକ୍ଷକ ସଂଘ ଦ୍ଵାରା ବିରୋଧ ।

 

ସମାଜିକ ଆର୍ଥିକ ପଛୁଆ ବର୍ଗ ଜାତି ସର୍ଭେ କାର୍ଯ୍ୟ କରିବାପାଇଁ ପ୍ରାଥମିକ ଶିକ୍ଷକ ସଂଘ ଦ୍ଵାରା ବିରୋଧ ।


ନୂଆଗାଁ ବ୍ଲକ ପରିସରରେ ଆଜି ଅନୁଷ୍ଠିତ ହେବାକୁ ଥିବା ସମାଜିକ ଆର୍ଥିକ ପଛୁଆ ବର୍ଗ ଜାତି ସର୍ଭେ କାର୍ଯ୍ୟ କରିବାପାଇଁ ପ୍ରାଥମିକ ଶିକ୍ଷକ ମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବାର ଥିଲା । କିନ୍ତୁ ପ୍ରାଥମିକ ଶିକ୍ଷକ ସଂଘ ଦ୍ଵାରା ବିରୋଧ କରାଯାଇ ନୂଆଗାଁ ମଣ୍ଡଲ ଅଧିକାରୀଙ୍କୁ ଏକ ଦରଖାସ୍ତ ଦିଆଯାଇ ପ୍ରଶିକ୍ଷଙ୍କୁ ବିରୋଧ କରି ସ୍ଥଗିତ କରାଯାଇଛି । ସେହି ଦରଖାସ୍ତରେ ଲିଖିତ ଅଛି କି ପ୍ରାଥମିକ ସଂଘ ନୂଆଗାଁ ବ୍ଲକ ଶିକ୍ଷକ ଗଣ ଚିଠି ନ ୧୭୧୪ ,ତା ୨୭.୦୪.୨୩ ଅନୁସାରେ ଆମ୍ଭ ବ୍ଲକ ଶିକ୍ଷକ ଶିକ୍ଷଯତ୍ରି ସାମାଜିକ ଆର୍ଥିକ ପଛୁଆ ବର୍ଗ ଜାତି ସର୍ଭେ କାର୍ଯ୍ୟ କରିବା ପାଇଁ ନିଯୋଜିତ ହୋଇଛନ୍ତି । କିନ୍ତୁ ସରକାରଙ୍କ ଦ୍ଵାରା ପ୍ରଦତ ସର୍ଭେ ହାଣ୍ଡବୁକ ର ଚର୍ତୁର୍ଥ ପୃଷ୍ଟରେ ଅଙ୍ଗନବାଦୀ କର୍ମୀ ,କର ଅସୁଲକାରୀ ଓ ୱାର୍ଡ ଅଫିସର ମାନଙ୍କୁ ନିଯୁକ୍ତି କରିବାପାଇଁ ନିର୍ଦେଶ ଅଛି । ଶିକ୍ଷକ ମନକୁ ନିଯୁକ୍ତି କରିବାପାଇଁ କୌଣସି ନିର୍ଦେଶ ନାହିଁ । ଶିକ୍ଷକଙ୍କ ନିର୍ଦେଶ ଅନୁଆରେ ଶିକ୍ଷକ ମାନେ ଜନଗଣନା ,ନିର୍ବାଚନ ଓ ପ୍ରାକୃତିକ ବିପର୍ଜୟ କାର୍ଯ୍ୟରେ ବ୍ୟତୀତ ଅନ୍ୟ କୌଣଶୀ ଅଣସୌଖିକ କାର୍ଯ୍ୟରେ ନିଯୋଜିତ  ହେବେ ନାହିଁ । ଏପରିସ୍ଥଳେ ଶିକ୍ଷକ ମାନଙ୍କୁ ସାମାଜିକ ଆର୍ଥିକ ପଛୁଆ ବର୍ଗ ଜାତି ସର୍ଭେ କାର୍ଯ୍ୟରେ ନିଯୋଜିତ କରିବା କେତେଦୂର ଠିକ ଆପଣ ବିଚାର କରନ୍ତୁ । ଲିଖିତ ଭାବରେ ନୂଆଗାଁ ମଣ୍ଡଳ ଉନୟ ଅହିକାରୀଙ୍କୁ ଜଣାଇ ଅହହନ୍ତି।

 

 

Post a Comment

0 Comments