ଓଡିଆ ଜାତୀୟତାବାଦର ମନ୍ତ୍ର ଦାତା ,ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ ମୁଖ୍ୟ ବିନ୍ଧାଣି ଓ ଓଡିଆଙ୍କ ସ୍ଵାଭିମାନର ପ୍ରତୀକ ଉତ୍କଳଗୌରବ ମଧୁସୂଦନ ଦାସ ୧୮୪୮ ଏପ୍ରିଲ ଆଜିର ଦିନରେ ସତ୍ୟଭାମାପୁର ଠାରେ ଜନ୍ମ ହୋଇଥିଲେ । ତାଙ୍କ ଜନ୍ମ ଦିନକୁ ରାଜ୍ୟବ୍ୟାପୀ ସ୍ଵାଭିମାନ ଦିବାଶ ରୂପେ ପାଳନ କରାଯାଉଛି । ଜାଣେ ଓକିଲ ,ସାମ୍ବାଦିକ ,ଲେଖକ ,ବିଧାନପରିସଦର ସଦସ୍ୟ ,ରାଜନେତା ଓ ସମାଜ ସଂସ୍କାର ଭୂମିକରେ ସେ ଓଡିଶାବାସୀଙ୍କ ସାମାଜିକ ,ରାଜନୈତିକ ,ଅର୍ଥନୈତିକ ଉର୍ନ୍ନ୍ତି ଲାଗି ନିଜ ସମଗ୍ର ଜୀବନକୁ ଉଶ୍ଚ୍ହର୍ଗ କରିଥିଲେ ଓଡିଆଙ୍କ ପାଇଁ । ତେଣୁ ସେହି ସ୍ବାଭିମାନି ମହାପୁରୁଷଙ୍କ ଆଜି ହେଉଛି ଜନ୍ମଦିନ । ନୂଆଗାଁ ବ୍ଲକ ନୂଆଗାଁ ଗ୍ରାମରେ ଥିବା ଏନଏମ ଟିୟୁଟରିଆଲ ମଧ୍ୟରେ ସ୍ଵାଭିମାନ ଦିବସ ଅନୁଷ୍ଠିତ ହୋଇଯାଇଛି । ନୂଆଗାଁ ଡିଗ୍ରୀ କଲେଜର ସମ୍ପାଦକ ରମେଶ କୁମାର ପ୍ରଧାନ ,ବୁଦ୍ଧିଜୀବୀ ଗୋପବନ୍ଧୁ ଖଣ୍ଡୁଆଳ ଉପସ୍ଥିତିରେ ସ୍ଵାଭିମାନ ଦିବାସ ପାଳନ ହୋଇଯାଇଛି ।
0 Comments