ଗୌଡ଼ଚାଞ୍ଚରା ଗ୍ରାମରେ ବୈଦିକ ଆଶ୍ରମ ଶୁଭାରମ୍ଭ.

 


ନୂଆଗାଁ ବ୍ଲକ ର ସିକ୍ରିଡା ଗ୍ରାମ ପଞ୍ଚାୟତର ଗୌଡ଼ ଚାଞ୍ଚରାପଲ୍ଲି ଗ୍ରାମରେ ବୈଦିକ ଆଶ୍ରମ ର ଶୁଭାରମ୍ଭ ହୋଇଯାଇଛି. ଆଜି ମିଳିଥିବା ସୂଚନା ଅନୁସାରେ ଏହି କାର୍ଯ୍ୟକ୍ରମ ରେ ନୂଆଗାଁ ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଚ୍ଚିଦାନନ୍ଦ ମିଶ୍ର, ଦାସିଆ ଅଜା ସଂଗ୍ରହାଳୟ ସମ୍ପାଦକ ଦୀପକ ପଟ୍ଟନାୟକ, ଓ ନୂଆଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଙ୍କ ପ୍ରତିନିଧି ତଥା ଯୁବ ସମାଜସେବୀ ଶଙ୍କର୍ଷଣ ବେହେରାଙ୍କ ଦ୍ବାରା ନୂତନ ବୈଦିକ ଆଶ୍ରମ ସ୍ଥାପନ କାର୍ଯ୍ୟକ୍ରମ ଯୋଗଦେଇଥିଲେ.ଗୌଡ଼ଚାଞ୍ଚରା ପଲ୍ଲୀ ଗ୍ରାମର ଗ୍ରାମ ବାସୀଙ୍କ ପକ୍ଷରୁ ଅତିଥି ମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା.

Post a Comment

0 Comments