ନୂଆଗାଁ ବ୍ଲକ ୨ ଟି ପରୀକ୍ଷା ନବୋଦୟ ପରୀକ୍ଷା ଆଜି ଅନୁଷ୍ଠିତ ହୋଇଅଛି। ମିଳିଥିବା ସୂଚନା ଅନୁସାରେ ଦିନ ୧୧ ଘଟିକା ସମୟରେ ପରୀକ୍ଷାର୍ଥୀ ପ୍ରବେଶ କରିଥିଲେ ୧୧.୩୦ ସମୟରୁ ପରୀକ୍ଷା ଆରମ୍ଭ ହୋଇଥିଲା । ନୂଆଗାଁ ସଦରମହକୁମାରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟ ମଧ୍ୟରେ ସମୁଦାୟ ୯୬ ଜଣ ନାମପଞ୍ଜୀକୃତ କରିଥିଲେ ସେଠୀମଧ୍ୟରୁ ୧୭ ଜଣ ଅନୁପସ୍ଥିତ ଥିବାବେଳେ ୭୯ ଜଣ ପରୀକ୍ଷା ଦେଇଅଛନ୍ତି । ଠିକ ସେହିପରି ସରକାରୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ମହିପୁର ପରୀକ୍ଷା କେନ୍ଦ୍ରରେ ୮୫ ଜଣ ନାମ ପଞ୍ଜୀକୃତ କରିଥିବା ବେଳେ ୧୦ ଜଣ ଅନୁପସ୍ଥିତଥିବା ବେଳେ ୭୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇ ଅଛନ୍ତି ।
0 Comments